ପୋଲସରା ନିର୍ବାଚନ ମଣ୍ଡଳୀରେ ଜମୁଛି ବିଜେଡିର ପ୍ରଚାର, ଦଳୀୟ କର୍ମୀଙ୍କୁ ନେଇ ମଇଦାନରେ ଶ୍ରୀକାନ୍ତ ସାହୁ


( ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡ଼ା ବ୍ଲକରେ ଜମୁଛି ବିଜେଡିର ପ୍ରଚାର, ଦଳୀୟ କର୍ମୀଙ୍କୁ ନେଇ ବିଭିନ୍ନ ଗ୍ରାମକୁ ଯାଇ ପ୍ରଚାର ଜୋର କରିବାରେ ଲାଗିଛନ୍ତି l   ବୁଗୁଡ଼ା ବ୍ଲକର ଗ୍ରାମ ଗୁଡିକ ସଦାଶିବପୁରଶାସନ, ବାଲିପଦର, ବେଲପୁର, ଚକରାପଲ୍ଲୀ, ତାଳସାକର, ଖୋଳଖାଳି, ବେଠୀଆବୋରଦା, ଲକ୍ଷ୍ମୀପୁର ଓ  ବାରିକପଲ୍ଲୀ ଗ୍ରାମକୁ ଯାଇ ବିଜୁ ଜନତା ଦଳର ବିଧାନସଭା ପାର୍ଥୀ ତଥା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି।

Post a Comment

Previous Post Next Post