ପୋଲସରା ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କ ନିର୍ବାଚନ ଶେଷ ଦିନରେ ସମର୍ଥକଙ୍କ ସହ ପ୍ରଚାର ଜୋର ଦାର


(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦଙ୍କ ରିପୋର୍

ପୋଲସରା :ମୋ ନିୟୁଜ ଓଡିଶା ପୋଲସରା ନିର୍ବାଚନ ପ୍ରଚାରର ଶେଷ ଦିନରେ ହାଜର ହଜାର ସମର୍ଥକଙ୍କ ସହ ପ୍ରଚାର କରିଥିଲେ ପୋଲସରା ବିଜେଡି ବିଧାୟକ ପ୍ରାର୍ଥୀ ବିଧାୟକ ଶ୍ରୀକାନ୍ତ ସାହୁ । ନିଜ ସମର୍ଥକ କର୍ମୀ ସଂଗଠକ ଏବଂ ଜନସାଧାରଣଙ୍କ ସମାବେଶରେ ପ୍ରଚାର ଶେଷ ଦିନରେ ପୋଲସରା ବ୍ଲକ ଅନ୍ତର୍ଗତ ଭାଟଖାଲି, ଢ଼ଉମାଳ ଓ ବିଲେଇଝୁରୀ ଗ୍ରାମ ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳ ସମର୍ଥତ ବିଧାନସଭା ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ବିଜୁ ଜନତା ଦଳ କୁ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି।

Post a Comment

Previous Post Next Post