ପି.ଏମ.ଶ୍ରୀ. କେନ୍ଦ୍ରୀୟ ବିଦ୍ୟାଳୟ .(ଆସିକା )ର ଛାତ୍ରଙ୍କ ସର୍ବ ଭାରତୀୟ ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ ନିମନ୍ତେ ମନୋନୀତ


( ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ .

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ପି.ଏମ. ଶ୍ରୀ.କେନ୍ଦ୍ରୀୟ ବିଦ୍ୟାଳୟ ଆସିକା ର ଦଶମ ଶ୍ରେଣୀ ର ଛାତ୍ର ସାଇ ସୁନ୍ଦର ଗୌଡ଼ ଙ୍କ କୃତିତ୍ଵ ସେ ସର୍ବଭାରତୀୟ YUVIKA(ଯୁବ ବିଜ୍ଞାନୀ କାର୍ଯ୍ୟ କ୍ରମ)ISRO ନିମନ୍ତେ ଚୟନ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶ ର ଶ୍ରିହରୀକୋଟା SDSC SHAR (Satish Dhawan Space Research Centre SHAR) ସର୍ବ ଭାରତୀୟ ସ୍ତରରେ 350 ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ କ୍ରମିକ ନମ୍ବର 115 ରେ ସ୍ଥାନ ପାଇଛନ୍ତି । ଆସିକା ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ କୈଳାସ ଗୌଡ଼ ଓ ମାତା ଶ୍ରୀମତୀ ମଧୁସ୍ମିତା ଗୌଡ଼ (ଶିକ୍ଷୟତ୍ରୀ)ଙ୍କ କନିଷ୍ଠ ପୁତ୍ର ଓ ଶ୍ରୀ ବନମାଳୀ ଗୌଡ଼,ଶ୍ରୀମତୀ ସୁବlସିନି ଗୌଡ଼ ଙ୍କ ନାତି ଅଟନ୍ତି। ସାଇ ସୁନ୍ଦର ଙ୍କ ପିଲାଦିନରୁ ବିଜ୍ଞାନ ପ୍ରତି ଆଗ୍ରହ ପ୍ରକାଶ କରନ୍ତି, ପାଠ ପଢ଼ା ସହିତ  Autodew ନାମକ Youtube Channel ମାଧ୍ୟମରେ ଭିଡିଓ ମଧ୍ୟ ପ୍ରରଣ କରନ୍ତି।ସେ ଡିସେମ୍ବର RSBVP ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଭବିଷ୍ୟତ ରେ ଜଣେ ବୈଜ୍ଞାନିକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ସଫଳତା ପାଇଁ ତାଙ୍କ ସ୍କୁଲ ର ଶିକ୍ଷକ/ଶିକ୍ଷୟତ୍ରୀ ଶ୍ରୀମତୀ ରଜ୍ୱନ୍ତି, ଶ୍ରୀ ଟି.ଭି.ଏମ. କ୍ରିଷ୍ଣା, ଶ୍ରୀ ପ୍ରଶାନ୍ତ ମୀନ, ଶ୍ରୀ ହରେକୃଷ୍ଣ ପାଣିଗ୍ରାହୀ ଓ ପ୍ରିନ୍ସପାଲ ଶ୍ରୀ ଭଗବାନ ମହାନ୍ତି ଓ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ତଥା ବଡ଼ଭାଇ କୃତୀ ସୁନ୍ଦର ଗୌଡ଼, ଶ୍ରିନିଥ କୁମାର ଗୌଡ଼, ଶ୍ରୀ କୁନା ଗୌଡ଼,ଶ୍ରୀମତୀ ରଶ୍ମିତା ଗୌଡ଼,ଅଭିଷେକ ପୋଲାଇ, ଅରୁଣ କୁମାର ଗୌଡ଼,ଶ୍ରୀମତୀ ସ୍ମୃତିରେଖା ଗୌଡ଼, ଶ୍ରୀ ସୀତାଂଶୁ କୁମାର ଦତ୍ତ, ଶ୍ରୀମତୀ ହିମଦ୍ରୀ ତନୟା ମହାନ୍ତି,J.ରମାକାନ୍ତ ରାଓ ଶ୍ରୀ ନିକୁଞ୍ଜ କିଶୋର ସାର୍,ଶ୍ରୀ ପଦ୍ମ ଚରଣ ବିଷୋୟୀ, ଧୀରେନ୍ଦ୍ର କୁ ସ୍ୱାଇଁ, ଆଶିଷ କୁମାର ନାୟକ, ଜିତେନ୍ଦ୍ର ନାୟକ, ବିଷ୍ଣୁ ପ୍ରିୟା ମିଶ୍ର, ଲିଜା ପାତ୍ର, ଦିପଞ୍ଜଳି ବେହେରା ସମେତ ଅନେକ ଶୁଭେଚ୍ଛୁ, ବନ୍ଧୁ ଓ ପାରିବାର ସଦସ୍ୟ ମାନେ ଶୁଭେଚ୍ଛା ର ବାର୍ତ୍ତା ପ୍ରେରଣ କରିଛନ୍ତି।

Post a Comment

Previous Post Next Post