ଛେଳିଗଡ ଜଳପ୍ରକଳ୍ପ ଅଧିକାରୀଙ୍କୁ ୪ ଘଣ୍ଟା ରଖିଲେ ବୁଢୀ ଅଞ୍ଚଳବାସୀ , ପ୍ରତିଶୃତି ଛାଡିଲେ ।


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/20/4/ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଛେଳିଗଡ ଜଳପ୍ରକଳ୍ପ ବାରମ୍ବାର ଅଭିଯୋଗ ପରେ ମଧ୍ୟ ନୁଆଗାଁ ନାଳରେ ଛେଳିଗଡ ଜଳପ୍ରକଳ୍ପ ତରଫରୁ ଏକ କପର ଡ୍ରେ୍ମ ନିର୍ମାଣ କରାଯାଉଛି । ଅଞ୍ଚଳବାସୀ କହିବା ପ୍ରକାରେ ଦୀଘ୍ର ଦିନ ହେଲା କାମ ଚାଲିଥିବା ବେଳେ ବେନୁସାହି, ସୁଗୁବା, କାକାଲି ଓ ଚଡିଆପଦା ଗ୍ରାମରେ ଜଳ ସଙ୍କଟ ଦେଖାଦେଇଛି ଯାହାଫଳରେ ଏହି ଅଞ୍ଚଳର ଗ୍ରାମବାସୀ ନିତିୟ ବେବହାରରେ ଅସୁବିଧା ହେଉଛି । କାରଣ ଗ୍ରାମକୁ ଯାଉଥିବା ନଦୀକୁ ବାନ୍ଧି କଫର ଡ୍ରେମ ନିର୍ମାଣ କରାଯାଉଛି । ସମିଧାନୀକ ଅନୁସାରେ ଡ୍ରେମ ଓ ନଦୀବନ୍ଦ ବାନ୍ଧିବା ପୂର୍ବରୁ କ୍ଷେତିଗ୍ରସ୍ତ ଅଞ୍ଚଳର ଲୋକମାନଙ୍କ ପାଇଁ ସପୂଣ୍ଣ ଅନ୍ୟତର ଥଇଥାନ ବ୍ୟବସ୍ଥା କରିବା କଥା କିନ୍ତୁ ପ୍ରଶାସନ ଏମାନଙ୍କ ପାଇଁ କୌଣସି ଥଇଥାନ ବ୍ୟବସ୍ଥା ନ କରାଯାଇ ବେଆଇନି ଭାବେ କାର୍ଯ୍ୟ କରୁଥିଲେ । ଏହି ବିଷୟ ବୁଢୀ ଅଞ୍ଚଳର ଲୋକମାନେ ଜାଣିବାପରେ ଅଞ୍ଚଳର ସତାଧିକ ବୁଢୀ ଅଞ୍ଚଳବାସୀ ବିରୋଧ କରି ଯାଥାଶିଘ୍ର ପ୍ରକଳ୍ପକୁ ଭାଙ୍ଗିବାକୁ ଅଡିବସିବା ସହ ୪ଘଣ୍ଟ ଧରିି ପ୍ରଚଣ୍ଡ ଖରାରେ ଯନ୍ତୀ ବିରେନ୍ଦ୍ର ଜଗତଙ୍କୁ ଅଟକ ରଖିଥିଲେ । ପରେ ବାଧ୍ୟହୋଇ ଯନ୍ତୀଙ୍କ ନିର୍ଦେଶ ପ୍ରକାରେ ନିର୍ମାଣ ହୋଇଥିବା ଡ୍ରେମ କୁ ମିସିନି ସାହାର୍ଯ୍ୟାରେ ଭଙ୍ଗା ଯାଇଥିଲା । ବାରମ୍ବାର ବାରମ୍ବାର ବୁଢୀ ଅଞ୍ଚଳ ବାସୀଙ୍କର ଦାବିକୁ ସରକାର ର୍କନପାତ ନକରି ଏପରି ମନମୁଖି କାର୍ଯ୍ୟ ଠିକାଦାର କରୁଥିବାରୁ ଅଷୋନ୍ତଷ ଦେଖା ଦେଇଥିଲା । ଏଭଲି କାର୍ଯ୍ୟ ଆଗାମି ଦିନ ଯେପରି ନ ହୁଏ ତାରପତି ସରକାର ଧନ୍ୟ ଦେବାକୁ ସଂଗ୍ରାମ ସମତି ସଭାପତି ଚୈତନ୍ୟ ସାହୁ ଚେତାବନୀ ଦେଇଛନ୍ତୀ । ଏହି ଘେରାଉରେ ସଂଗ୍ରାମ ସମିତିରେସାଭାପତି ଚୈତନ୍ୟ ସାହୁ,

ଉପ ସଭାପତି ସୁରେନ୍ଦ୍ର ନାୟକ,

ସମ୍ପାଦକ ଇଶ୍ଵର ରୋଇତ,

ଉପ ସଦ୍ଵମ୍ପ ରମାକାନ୍ତ ପ୍ରଦାନ

ଉପ ଦେଷ୍ଟା ରବିନ୍ଦ୍ରନାଥ ନାଇକ

ବିସ୍ଥାପିତ କୋମୁଟି କୁରେଶ ବଡର‌ଇତ‌ , ରଂଜନ ଦଳାଇ, ନରତୁବ ର‌ଇତ‌, କାର୍ତ୍ତିକା ବଡ‌ଇତ,

ଗୋପାଳ ମହାଙ୍କୁଡ , ଗଙ୍ଗାଧର ବଡର‌ଇତ‌  ତାଙ୍କ  ସହ ସତାଧିକ ଲୋକ  ପ୍ରତିବାଦ କରିଥିଲେ । ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ସ୍ବାମୀ ପହଞ୍ଚି ସ୍ଥିତି ସମିକ୍ଷା କରିଥିଲେ ।

Post a Comment

Previous Post Next Post