ଆର,ଉଦୟଗିରି-ମୋ ନିୟୁଜ ଓଡିଶା ମନୋଜ କୁମାର ପାଢୀ/22/4/ ଆର,ଉଦୟଗିରି ବ୍ଳକର ଛେଳିଗଡ ବୁଢୀ ସଂଗ୍ରାମ ସମିତିର ପୂର୍ବ ନିପତି ପକାରେ ଆଜ ସକାଳ ୬ଟା ସପୂନ୍ନ କ୍ଷେତି ବଢୀ ଅଞ୍ଚଳବାସୀ ଶହ ଶହ ମହିଳା, ପୁରୁଷ ଏକତ୍ରିତ ହୋଇ ପ୍ରକଳ୍ପ ଯିବା ମୁଖ୍ୟରାସ୍ତ ଏବଂ ଛେଳିଗଡ ହାଟପଦା ଠାରେ ରାସ୍ତା ବସି ଅବରୋଧ କରିଛନ୍ତି । ବୁଢୀ ଅଞ୍ଚଳର କ୍ଷେତି ଗ୍ରସ୍ତ ଲୋକଙ୍କ ୧୫ ଗୋଟି ଦାବି ନେଇ ରାଜ୍ୟ ସରକାର, ପ୍ରକଳ୍ପ ମୁଖ୍ୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଦୀର୍ଘ ଦିନ ପରେ ମଧ୍ୟ ସରକାର ସେମାନଙ୍କର ଦାବି ପୂରଣ ନହେବାରୁ ଆଜି ଜିତୀୟ ରାଜପଥ ୩୨୬ ରାସ୍ତାକୁ ଅବରୋଧ କରିଛନ୍ତି । ସେମାନଙ୍କର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବନାହିଁ ବୋଲି ସଂଗ୍ରମ ସମିତି ସଭାପତି ଚୈତନ୍ୟ ସହୁ ଓ ଅନ୍ୟ ସଦସ୍ୟ ମାନେ କହିଛନ୍ତି ।
Tags:
ମୁଖ୍ୟ ଖବର