ଗାୟତ୍ରୀ ଶକ୍ତିପୀଠରେ ରେ ନବରାତ୍ର ଉତ୍ସବ ପୂର୍ଣହୁତି



ଢେଙ୍କାନାଳ,ମୋ ନିୟୁଜ ଓଡିଶା ୧୭/୪ : ଢେଙ୍କାନାଳ ସହର କୈବଲ୍ୟ ବଜାର ଶକ୍ତିପୀଠ କ୍ତିପୀଠ ଠାରେ ୯ଦିନ ବ୍ୟାପି ଚୈତ୍ର ନବରାତ୍ର ଉତ୍ସବର ପୂଣ୍ଡାହୁତି ମହାଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଅ ଇଅଛି। ଏଥିରେ ଗାୟତ୍ର ତ୍ରୀ ପରିବାରର ସମସ୍ତ ଦନ ଗ୍ରହଣ କରି ପ୍ରସାଦସେବନ କରିଥିଲେ । ଏହି ପୂଜାକୁ ଶିବପ୍ରସାଦ ଶତପଥୀ, ସନ୍ତୋଷ କୁମାର ଅଗ୍ରୱାଲ, ଦେବରାଜ ସାହୁ, ଗୋପୀ ବାବୁ, ବସ? ସନ୍ତ ମଞ୍ଜରୀ ମିଶ୍ର ମୁଖ୍ୟ ସହଯୋଗୀ ଥିଲେ । ପରିବାର ଯୋଗଦାନ କରି ମା’ଙ୍କର ଆଶୀବାଦନ ଗ୍ରହଣ

Post a Comment

Previous Post Next Post