ଗଞ୍ଜାମ ଜିଲ୍ଲା ରେ ଥମୁନି ବେଆଇନ ବାଲି ଚୋରା ଚାଲାଣ,ସରକାର ଓ ପ୍ରଶାସନ ପକ୍ଷରୁ ତାଗିଦ ସ୍ୱତେ ବାଲି ମାଫିଆ ମାଫିଆ ଗିରି ଉପରେ ଲାଗୁନି ରୋକ, ଯାହାକୁ ନେଇ କବିସୂର୍ଯ୍ୟନଗର ଥାନାରେ ଟ୍ରେନିଙ୍ଗ ପିରିୟଡ଼ ଥିବା ଆଇ ପି ଏସ ନୀତିଶ ମିଶ୍ରା ଙ୍କ ତତ୍ୱାବଧାନରେ ନିକଟରେ କବିସୂର୍ଯ୍ୟନଗର ଥାନା ମହାଚାଇ ଗ୍ରାମରେ ବାଲି ଘାଟ ରେ ୧୬୩ଧାରା ଲାଗୁ ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୁରୁଷତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ପୁରୁଷୋତ୍ତମପୁର ଖଣି ବିଭାଗୀୟ ଅଧିକାରୀ କବିସୂର୍ଯ୍ୟନଗର ଖଣି ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତ ରେ ମହାଚାଇ ବାଲି ଘାଟ ନିକଟରୁ ୧୩ ଟ୍ରାକ୍ଟର ଜବତ କରାଯାଇଛି, ଘଟଣା ସ୍ଥଳରୁ ଡ୍ରାଇଭର ଓ ମାଲିକ ଫେରାର ଥିବା ବେଳେ ଖଣି ବିଭାଗୀୟ ଅଧିକାରୀ ନିଜପଟୁ ଟ୍ରାକ୍ଟର ମାଲିକ ଙ୍କ ନାମରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି.
Tags:
.ମୁଖ୍ୟ ଖବର


