ନିଖୋଜ ମନୋଜ କୁମାର ମହାରଣା

 


     ଆସ୍କା -14/02 (ପ୍ରଫୁଲ୍ଲ କୁମାର ମହାରଣା)      ଗଞ୍ଜାମ ଜିଲ୍ଲା ଆସ୍କା ନିକଟସ୍ଥ ନୂଆଗାଁ ଗ୍ରାମର ତ୍ରିନାଥ ମହାରଣା ଙ୍କ ପୁତ୍ର ମନୋଜ କୁମାର ମହାରଣା ( ଡାକନାମ- ଶିବରାମ, ସୁକୁଟା ) ବୟସ -35 ବର୍ଷ, ଉଚ୍ଚତା -5' 6" ହେବ, ବର୍ଣ୍ଣ -ଶ୍ୟାମଳ, ସେ ପାରାଦ୍ୱୀପ ବନ୍ଦର ର ଜାହାଜ ରେ କର୍ମଚାରୀ ଭାବେ ଗୋଟିଏ କମ୍ପାନୀ ରେ ଇଲେକ୍ଟ୍ରି ସିଆନ ଭାବେ କାର୍ଯ୍ୟ କରୁଥିଲେ। ଗତ ତା -08/02/2026 ରିଖ (ରବିବାର ) ଦିନ ଠାରୁ ସେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି। ଏଣୁ କୌଣସି ସ୍ୱହୃଦୟ ବ୍ୟକ୍ତି ଯଦି ଏହି ବ୍ୟକ୍ତିଙ୍କର ସନ୍ଧାନ ପାଆନ୍ତି। ତାହାହେଲେ ଉକ୍ତ mob ନମ୍ବର ମାଧ୍ୟମରେ  ସହଯୋଗ କରିବା ପାଇଁ ଅନୁରୋଧ। Mob no - 9861847800

9777364234

        ଠିକଣା

----------------

ଆସ୍କା(ନୂଆଗାଁ ). ଗଞ୍ଜାମ.

Post a Comment

Previous Post Next Post