ସାନଖେମୁଣ୍ଡି ବିଜେଡି ତରଫରୁ ଧରାକୋଟ ରାଜ ବାଟିକାରେ ୨୯ ତମ ପ୍ରତିଷ୍ଠା ଦିବସ ପାଳତ

ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୨୬/୧୨/୨୦୨୫ 

ଧରାକୋଟ ରାଜବାଟି ପରିସରରେ ବିଜୁ ଜନତା ଦଳର 29 ତମ ପ୍ରତିଷ୍ଠା ଦିବସ ବ୍ଲକ ବି ଜେ ଡି ସଭାପତି ସଞ୍ଜୟ ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ,ଅମିନ ପ୍ରଧାନ,ଟୁକୁନା ଗୌଡ଼, ଜିଲ୍ଲା ପରିଷଦ ସଦସ୍ୟା ଙ୍କ ପ୍ରତିନିଧି ଶଙ୍କର ସ୍ୱାଇଁ,ରାଜୀବ ପାତ୍ର, ସାନଖେମୁଣ୍ଡି ବ୍ଲକ ବି ଜେ ଡି ସଭାପତି ଦନାରଦନ ପଲେଇ,ବ୍ଲକ ଉପାଧ୍ୟକ୍ଷ ମନୋଜ କୁମାର ସାହୁ,ପ୍ରତିନିଧି ସଞ୍ଜୟ ନାୟକ,ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ,ଦିଲିପ ଜେନା, ସିମାଞ୍ଚଳ ଗୌଡ଼,ପୂର୍ବତନ ସରପଂଚ ଦିଲିପ ସ୍ୱାଇଁ, ଲିଟୁ ଭୂୟାଁ,ସମିତି ସଭ୍ୟ ଦୟାନିଧି ପ୍ରଧାନ, ଚୁଡ଼ାମଣି ସ୍ୱାଇଁ, ସଞ୍ଜୟ ରାଉତ,ବରିଷ୍ଠ ନେତା ଗୋବିନ୍ଦ ସ୍ୱାଇଁ ଙ୍କ ସମେତ ଦୁଇ ଶହ ରୁ ଉର୍ଧ କର୍ମୀ ଉପସ୍ଥିତ ରହିଥିଲେ।  ଆଗାମୀ ଦିନରେ ଦଳର ସଙ୍ଗଠନ କୁ ସୁଦୃଢ କରିବା ସହ ନବୀନ ପଟ୍ଟନାୟକଙ୍କ ପ୍ରତି ସମସ୍ତେ ଦୃଢ଼ ଆସ୍ଥା ପ୍ରକଟ କରିଥିଲେ ।ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସମସ୍ତ କର୍ମୀ ରାଣୀ ମାଙ୍କ ଉପରେ ବିଶ୍ୱାସ କରି ବିଜେଡି ଉପରେ ଦୃଢ ଅସ୍ତ ପ୍ରକଟ କରି ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବା ପାଇଁ ଅଭାନ ଦେଇଥିଲେ | 

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

         ମୋ ନ୍ୟୂଜୁ ଓଡିଶା

Post a Comment

Previous Post Next Post