ଆମ ଉତ୍କଳିୟ ପରମ୍ପରାର ପ୍ରତୀକ, ଆମ ସମୃଦ୍ଧ ହସ୍ତତନ୍ତ ବସ୍ତ୍ର ପରିଧାନ କରି ସ୍ୱାଭିମାନୀ ଓଡିଆ ଅସ୍ମିତାର ଅଂଶ ଅଟେ । ସାରା ରାଜ୍ୟରେ ଏପ୍ରିଲ 3 ଗୁରୁବାର ଦିନ ଓଡିଆ ପକ୍ଷ 2025 ପାଳନ କରାଯାଇଛି । ସେହି ଅବସରରେ ସକାଳ 11 ଘଣ୍ଟ ସମୟରେ ବେଗୁନିଆପଡା ବ୍ଲକ ପରିସରରେ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରାର୍ଥନା କରିବା ସହ ଓଡିଆ ପକ୍ଷ ପାଳନ ର ତତ୍ୱାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, ଵି ଏସ ଏସ ଓ ଦୁର୍ଗା ପ୍ରସାଦ ପଣ୍ଡା, ଡବ୍ଲୁ ଇ ଓ ସ୍ଵାଗତିକା ରାଉତ, ବିଭାଗୀୟ ଅଧିକାରୀ ପ୍ରମିଳା ପାଣିଗ୍ରାହୀ ଙ୍କ ସମେତ କନିଷ୍ଠ ଯନ୍ତ୍ରୀ, ମନରେଗା କର୍ମଚାରୀ , ଜଳ ପରିମଳ କର୍ମଚାରୀ ଵି ଏଫ ଟି, ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ ।
Tags:
ଆଞ୍ଚଳିକ