ଦଳପଡା ପଞ୍ଚାୟତ ସ୍ତରୀୟ ଚବିଶ ପ୍ରହର ନାମ ଯଜ୍ଞର କଳସୀ ଯାତ୍ରା।


କନ୍ଧମାଳ 

କନ୍ଧମାଳ ମୋ ନିୟୁଜ ଓଡିଶା ଜିଲ୍ଲାର ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ସ୍ତରୀୟ ଚବିଶ ପ୍ରହର ନାମ ଯଜ୍ଞର କଳସୀ ଯାତ୍ରା। ସୂଚନା ପ୍ରକାରେ ଦଳପଡା ପଞ୍ଚାୟତରେ ଦୀର୍ଘ ବର୍ଷରୁ ଚାଲି ଆସିଥିବା ପଞ୍ଚାୟତ ସ୍ତରୀୟ ଚବିଶ ପ୍ରହର ନାମ ଯଜ୍ଞ ପାଇଁ ଆଜି କଳସୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି  । ଉକ୍ତ କାର୍ଯ୍ୟକ୍ରମ ଆଜି ପ୍ରତ୍ୟେକ ଗ୍ରାମରୁ ଗ୍ରାମ ଦେବା ଦେବୀ ପୂଜକ ଓ ସର୍ବ ସାଧାରଣ ମାନଙ୍କ ମିଳିତ ଉଦ୍ୟମରେ ପଞ୍ଚାୟତ ସାମ୍ନାରୁ ଆଡ଼ମ୍ବର ସହକାରେ ବାହାରି ବାଦେରୀ ପାଜୁ ଜଳାଶୟ ଠାରୁ କଳସୀରେ ପାଣି ଉଠାଇ ଯଜ୍ଞ ସ୍ଥାନରେ ସ୍ଥାପନ କରାଯାଇ ଥିଲା । ଏଥିରେ ଯଜ୍ଞ କମିଟ କର୍ମ କର୍ତ୍ତା ସମେତ ଅଞ୍ଚଳର ସମସ୍ତ ଗ୍ରାମର ଜନସାଧାରଣ ଅଂଶଗ୍ରହଣ କରିଥିଲେ ।

Post a Comment

Previous Post Next Post