ଦିବ୍ୟ ଦର୍ଶନ ସଂଘର ତୃତୀୟ ବାଷିକ ଉତ୍ସବ ପାଳନ

 


ଆର,ଉଦୟଗିରି-ମୋ ନ୍ୟୁଜ ଓଡିଶା  (ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଶବରପଲ୍ଲୀ ପଞ୍ଚାୟତର ସ୍ଥାନୀୟ ଦିବ୍ୟ ଦର୍ଶନ ଆଶ୍ରମ ଠାରେ ଦିବ୍ୟ ଦର୍ଶନ ସଂଘର ତୃତୀୟ ବାଷିକ ଉତ୍ସବ ଧୁମ ଧାମରେ ପାଳନ ହୋଇଥିଲା ଶବରପୋଲ୍ଲୀ ଶାଖା ପକ୍ଷରୁ ଏହି ବାଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଫୁଲମତି ରଇତ, ସମିତିସଭ୍ୟ ମାଣିକ ରଇତ ଓ ଅଞ୍ଚଳବାସୀ ଉପସ୍ଥିତ ରହି ଦିବ୍ୟ ଦର୍ଶନ ସଂଘର ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଅର୍ଜୁନ ରଇତଙ୍କ ଆନୁକୂଲ୍ୟରେ ଏହି ସଂଘ ସ୍ଥାନୀୟ ହେଉଛି ତାଙ୍କ ଦେହାନ୍ତ ପରେ ମଧ୍ୟ ଅଞ୍ଚଳବାସୀ ଏହି ସଂଘକୁ ବଜାଇ ରଖିଛନ୍ତି ।

Post a Comment

Previous Post Next Post