ବାର୍ଷିକ ଅଧିବେଶନ ପାଇଁ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କ ମହାସଂଘ ଗଂଜାମଜିଲ୍ଲାର ପ୍ରସ୍ତୁତି ବୈଠକ।

ବ୍ରହ୍ମପୁର ମୋ ନିୟୁଜ ଓଡିଶା ତା୧୨.୦୩.୨୫ ରିଖରେ ବ୍ରହ୍ମପୁରର ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଓଡିଶା ରାଜ୍ୟଅବସରପ୍ରାପ୍ତ କର୍ମଚାରୀ ମହାସଂଘ , ଗଂଜାମ ଜିଲା ଶାଖାର କାର୍ଯ୍ୟକାରୀ କମିଟି ବୈଠକ ସଂଘର ସଭାପତି ଡି.ମୋହନ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ସଭାପତି ରାଓ 

ଆସନ୍ତା ୩୦.୦୩.୨୫ ତାରିଖଦିନ ଗଂଜାମ ଜିଲ୍ଲାର ବାର୍ଷିକ ଅଧିବେଶନପାଇଁ ଏହା ପ୍ରସ୍ତୁତି ବୈଠକର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।। ପ୍ରଥମେ ସଂଗଠନର ସମ୍ପାଦକ  ଶଙ୍କର୍ଷଣ ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। 

ସଂଗଠନର ୯ ଦଫା ଦାବୀ ମୁଖ୍ୟଦାବି ପେନସନର ମାନଙ୍କୁ ଚିକିତ୍ସା ଭତ୍ତା ବା ଚିକିତ୍ସା ସୁବିଧା ଯୋଗାଇବା ଓ ବରିଷ୍ଠ ନାଗରିକଙ୍କୁ ରେଳରେ ଆଗରୁ ମିଳୁଥିବା 50%ରିହାତି କୁ ପୁନଃ ପ୍ରଚଳନ କରିବା  ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁରୁଣା ପେନସନ ପ୍ରଦାନ କରିବା ଉପରେ   , Asn ଗୁପ୍ତା, ମହର୍ଷି ସିଂ, ଉପସଭାପତି ସହସ୍ରାନମ ପାଠୀ, ସମ୍ପାଦକ ଶଙ୍କର୍ଷଣ ପାତ୍ର ,ଡି.ଗୁରୁମୁର୍ତି ପାତ୍ର, ଟି.ଯୋଗେଶ୍ୱର,  ବକ୍ତବ୍ୟ ରଖିଥିଲେ ଓ ଆସନ୍ତା ୩୦.୦୩.୨୫ ତାରିଖରେ ହେବାକୁ ଥିବା ଗଂଜାମ ଜିଲ୍ଲାର ବାର୍ଷିକ ଅଧିବେଶନରେ ବହୁଳ ସଂଖ୍ୟା ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ କି କି ଆନ୍ଦୋଳନାତ୍ମକ କାର୍ଯ୍ୟମାନ ହାତକୁନେବା ସ୍ଥିର କରାଯିବ ବୋଲି କହିଥିଲେ। 

ରମାନନ୍ଦ ଚୌଧୁରୀ, ରାମଚନ୍ଦ୍ର ବେହେରା,ବଂଶୀଧର ପଣ୍ଡା ପ୍ରଦୀପ କୁମାର ଚୌଧୁରୀ,  ମନୋରଞ୍ଜନ ସାହୁ,ସୀମାଞ୍ଚଳ ପାଢ଼ୀ, ପ୍ରମୋଦ କୁମାର ବେହେରା,ସିତା  କାରଜି ,କାଳୁ ସେଠି , ରାହିଁ ଖାଁ,ନାରାୟଣ ପଣ୍ଡା , ଦୁର୍ଯୋଧନ ସାହୁ,ଡି.ଶ୍ରୀନିବାଶ, କେଶବ ଗୌଡ଼, ବିଜୟ କୁମାର ପଣ୍ଡା, ନିରଞ୍ଜନ ପଣ୍ଡା,ପଦ୍ମ ଚରଣ ପରିଡା,ପି.ନାହାକ, ଦୁର୍ଗା ପ୍ରସାଦ, ଚିତ୍ତ ରଞ୍ଜନ ବେହେରା, ପୂର୍ଣ ଚନ୍ଦ୍ର ବେହେରା,ଉପେନ୍ଦ୍ରନାଥ ବେହେରା,ଉଦ୍ୟନାଥ ଚୌଧୁରୀ, ପଦ୍ମ ଚରଣ ପାଢ଼ୀ, ବାଇନାଥ ନାୟକ, ଅଭିମନ୍ୟ ଦାସ , ପରମାନନ୍ଦ,ଜୟଦେବ ପ୍ରଧାନ କୈଳାଶ ନାୟକ,ଦୀନବନ୍ଧୁ ପତ୍ର, ପଦ୍ମ ଚନା ପଢି, ଦଣ୍ଡପଣି ସାବତ, ଉମ ଚରଣ ସାହୁ,ନବୀନ କୁ.ମହାପାତ୍ର, ବି.ରଙ୍ଗା ପାତ୍ର ଆଲୋଚନାରେ ଭାଗ ନେଇଥିଲେ ଓ ସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରକାଶ କରିଥିଲେ।


ଡି.ମୋହନ ରାଓ, ସଭାପତି 

08895120127

Post a Comment

Previous Post Next Post