ଆର,ଉଦୟଗିରି- ମୋ ନ୍ୟୁଜ ଓଡ଼ଶା(ମନୋଜ କୁପାଢୀ ପାଢୀ) ଆଜି ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ ସେବା କେନ୍ଦ୍ର ଠାରେ ସନ୍ତୋଷ ମୋଟର୍ସ ମହେନ୍ଦ୍ରଗଡ଼ ସୋରୁମ ପକ୍ଷରୁ ଏକ ସ୍ୱଚ୍ଛ ଭାରତ ଅଭିଯାନ ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହି କାର୍ଯ୍ୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଇନ୍ ଚାର୍ଜ ଇନ୍ ଚାର୍ଜ - ଡକ୍ଟର N . Jaya prakash,
Lab Technician - ସନ୍ତୋଷ କୁମାର ଗୁପ୍ତା ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ସହ ସୋରୁମର ମାଲିକଙ୍କ ସହ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସ୍ବାସ୍ଥ୍ୟ କେନ୍ଦ୍ରର ମଇଳା ଆବର୍ଜନା ସବୁ ଝାଡୁ ମାରି ସଫା କରାଗଲା ।
Tags:
ଆଞ୍ଚଳିକ


