(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ବହୁ ଦିନର ପ୍ରତୀକ୍ଷା ପରେ ଜିଲ୍ଲା ଅଦାଲତର ନୂତନ କୋଠା,କୋର୍ଟ ପରିସର ମଧ୍ୟରେ ହିଁ ହେବାପାଇଁ ଲଗାତାର ଚେଷ୍ଟା ଓ ଉଦ୍ୟମ କରି ସଫଳ ହୋଇଥିବା ଗଞ୍ଜାମ ଓକିଲ ସଙ୍ଘର କର୍ମକର୍ତ୍ତାଙ୍କୁ ଓକିଲଙ୍କ ତରଫରୁ ସମର୍ଦ୍ଧନା ଦିଆଗଲା l
Tags:
ଆଞ୍ଚଳିକ