ଆର, ଉଦୟଗିରି ମୋ ନିୟୁଜ ଓଡିଶା -୧୧/୧୨/ (ମନୋଜ କୁମାର ପାଢୀ) ସୁଧ ଘରକୁ ଯିବା ହେଲା କାଳ, ଆଜି ସକାଳେ ଏକ ମାକ୍ସପିକଅପ ରେ 40 ରୁ ଉର୍ଦ୍ଧ ମହିଳା ଓ ପୁରଷ ରାମଗିରି ସ୍ଥିତ କେକେସିଂ ଠାରୁ ଚାନ୍ଦିପୁଟ ସ୍ଥିତ ଘାଇବାଲି ଏକ ସୁଦ୍ଧ ଘରକୁ ଯାଉଥିବା ବେଳେ ଚନ୍ଦ୍ରଗିରି ଚିଟିଙ୍ଗ ଘାଟିରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଲା ଫଳରେ ଘଟଣାସ୍ଥଳରେ ଦୁଇ ମହିଳାଙ୍କ ମୃତ୍ୟ ହୋଇଥିବା ବେଳେ 30ରୁ ଉର୍ଦ୍ଧ ଲୋକ ଆହତ ହୋଇଛନ୍ତି, ଘଟନା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛି, ମୃତ ବ୍ୟକ୍ତିର ପରିଚୟ ମିଳିପାରିନାହିଁ,ଘଟଣା ସ୍ଥଳରେ ଚନ୍ଦ୍ରଗିରି ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଲାଅଛି l
Tags:
ଆଞ୍ଚଳିକ


