ଗୋପାଳପୁର120 ତମ ସମୁଦ୍ର ଆଳତି ସଂପର୍ଣ୍ଣ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ଙ୍କ ରିପୋର୍ଟ )

ବ୍ରହ୍ମପୁର ମୋ ନିୟୁଜ


ଓଡିଶା 

: ବ୍ରହ୍ମପୁର ଗୋପାଳପୁର120 ତମ ସମୁଦ୍ର ଆଳତି ସଂପର୍ଣ୍ଣ ଶ୍ରୀ ପୁରୁଷୋତ୍ତମପୁର ଜଗନ୍ନାଥ ଚେତନା ଫୋୖଣ୍ଡେସନ,ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଆନୁକୂଲ୍ୟରେ ପାରମ୍ପରିକ ସାଗର ଅଳିତ,ନଗର କୀର୍ତନ, ଅଧ୍ୟାତ୍ମିକ ସମାରୋହ, ଅନୁଷ୍ଠିତ ହୋଇଛି,  ସଂଯୁକ୍ତା ଦାସ ବରୁଣ ପୂଜା କରିଥିଲେ,ଗୀତାବାଚସ୍ପତି ଶ୍ରୀ ପଦ୍ମ ଚରଣ ଦାସ ସମୁଦ୍ର କୁ ଆଳତି କରିଥିଲେ, S ଅପୟା, Dr ରାଜେନ୍ଦ୍ର ଗନ୍ତାୟତ ଓ ସଂକୀର୍ତନ ମଣ୍ଡଳୀ ଛାତ୍ର ଛାତ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ରୁ ବିମାନ ଯୋଗେ ଜଗନ୍ନାଥ, ଶ୍ରୀ ଚୟୀତନ୍ୟ ଦେବଙ୍କ ତୈଳଚିତ୍ର ସ୍ଥାପନ କରି ବିରାଟ ପଟୁଆର ରେ ସଂକୀର୍ତ୍ତନ କରି ବରୁଣ ଆଳତି ଘାଟ ରେ ପହଂଚି, କୀର୍ତନ, ଉଦଣ୍ଡ ନୃତ୍ୟ କରିଥିଲେ,ସମାଜ ସେବି ବିନୋଦ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଧର୍ମସଭା ରେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଜ୍ୟ ପ୍ରବକ୍ତା ଯୋଗାଚାର୍ଜ ଶ୍ରୀ ରାମଚରଣ ବ୍ରହ୍ମପଦ୍ମ ସରସ୍ବତୀ, ମାର୍ଗଶିର ମାସ ର ମହତ୍ୱ ଓ ଶ୍ରୀମଦ ଭାଗବତ ଗୀତା ହିଁ ମାନବ ସମାଜ କୁ ଦିଗ ଦର୍ଶନ ଦେବ, ପ୍ରସ୍ତାନ ତ୍ରୟୀ କଣ ? କାଶୋର, କିଶୋରୀ ମାନେ ଦୈନିକ ଗୀତା ଅଭ୍ୟାସ କରିବା ଓ  ସରକାର ଗୀତାକୁ ସ୍କୁଲ କଲେଜ ରେ ପ୍ରଚଳନ କରିବାକୁ ପ୍ରବଚନ, କରିଥିଲେ, ଶ୍ରୀମତୀ ଲିଜାରାଣୀ ଦାସ ପଟନାୟକ ଓ ସାଥି ଭକ୍ତି ସଂଗୀତ ଗାନ କରିଥିଲେ,ଶ୍ରୀ ଜଗନ୍ନାଥ ଚେତନା ସେବା ସମିତି ର ସଂଯୋଜକ ଶ୍ରୀ ବାପୁଜୀ ଅଧିକାରୀ ସଂନମାନିତ ଅତିଥି ଭାବରେ ଯୋଗ ଦେଇ ଏକ ଦଶନ୍ଧି,10 ବର୍ଷଧରି ଆଳତି ହୋଇ ଆସୁଥିବା ଆଳତି ସ୍ଥଳ କୁ ବରୁଣ ଆଳତି ଘାଟ ରେ ନାମକରଣ ହୋଇଥିବା ଘୋଷଣା କରିଥିଲେ, ସମାଜସେବି ତଥା BJP ନଗର ସଭାପତି ଶ୍ରୀ ପଞ୍ଚୁ ବେହେରା, କଲ୍ୟାଣୀ ମହାପାତ୍ର, ସୁରସେନା ସଂଯୋଜକ, ଶ୍ରୀ ବିଭୁ କଲ୍ୟାଣ ବେହେରା, ଫୋୖଣ୍ଡେସନ ର ସଦସ୍ୟ, ମନ୍ଦିର ପ୍ରଶାସନ କାର୍ଯକର୍ତ୍ତା, ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ସଭାପତି ଙ୍କ ଅନୁରୋଧ କ୍ରମେ ଆଗାମୀ ଡ଼ିସେମ୍ବର 25 ରେ ଅଖିଳ ଭାରତ ହିନ୍ଦୁ ମହାସଭାର ସଂସ୍ଥାପକ ମଣ୍ଡଳୀ ସଦ୍ୟସ ପଣ୍ଡିତ ମଦନ ମୋହନ ମାଲବ୍ୟ-ଓ ଭାରତ ରତ୍ନ, ଦୂରଦ୍ରଷ୍ଟା, ରାଷ୍ଟ୍ରବାଦୀ କବି ମହାନ ଜନନାୟକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ପୁଣ୍ୟ ଜନ୍ମତିଥିରେ ସମସ୍ତେ ଯୋଗ ଦେଇ, ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଶ୍ରୁତିଚlରଣ ସଭା ରେ ଭାଗ ନେବାକୁ ଅନୁରୋଧ କରିଥିଲେ..ଶେଷରେ ସମ୍ପାଦକ Er ସବ୍ୟସାଚି ଦାସ ଧନ୍ୟବାଦ ଦେଇଥିଲେ.I

Post a Comment

Previous Post Next Post