ଆସିକା ବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ରାବାସ, କଲେଜ ଏନସିସି ବାର୍ଷିକ ତାଲିମ ଶିବିର ଆରମ୍ଭ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ଆସିକା ମୋ ନିୟୁଜ ଓଡିଶା : ଗତ 4. 11.2024

ରିଖ ଠାରୁ ଏନସିସି ବାର୍ଷିକ ତାଲିମ ଶିବିର ଆରମ୍ଭ ହୋଇଯାଇ ଅଛି ଏହା 1(O) Naval Unit ଅନ୍ତର୍ଗତ 12 ଗୋଟି ସ୍କୁଲ ର 320 ଜଣ ଏନସିସି କ୍ୟାଡେଟ ଅଂଶଗ୍ରହଣ କରିଛନ୍ତି। ଏହି ତାଲିମ ଶିବିରକୁ କମାଣ୍ଡର NVP ସ୍ବାମୀ ଉଦ୍ଘାଟନ କରିଥିଲେ ଏହି ତାଲିମ ଶିବିରରେ କ୍ୟାଡେଟ ମାନଙ୍କୁ ବନ୍ଧୁକ ଚାଳନା , ସିପ୍ ମୋଡଲିଂ, ସିମପୋର୍, ଡ୍ରିଲ, ମର୍ଚିଂ, ନେଭିଗେସନ, ପ୍ରାଥମିକ ଚିକିତ୍ସା, ଇତ୍ୟାଦି ଶିକ୍ଷା ଦିଆଯାଇଥିଲା,ଆଜି ୫.୧୧.୨୦୧୪ ରେ ବାଲିସିରା ଚିକିତ୍ସାଳୟ ର ଡାକ୍ତର ସୁବ୍ରତ କୁମାର ପଣ୍ଡା ଉକ୍ତ ଶିବିରରେ ଯୋଗ ଦେଇ ପ୍ରାଥମିକ ଚିକିତ୍ସା, ସାପ କାମୁଡାର ପ୍ରାଥମିକ ଚିକିତ୍ସା ଓ ନିଜକୁ ସୁସ୍ଥ ରଖିବାର ଉପାୟ ଜଣାଇ ଥିଲେ ୧. କ୍ୱିଁମିଶନ ହାଇ ସ୍କୁଲ୍ ବ୍ରହ୍ମପୁ ୨. ବାଲାଜୀ ବଦ୍ୟାପୀଠ କନିଶି ୩.K.V INS ଚିଲିକା ୪. ପି ଏମ ହାଇ ସ୍କୁଲ୍, ଗୋପାଳପୁର 5. ଟେକ୍ନିକାଲ ହାଇ ସ୍କୁଲ, ଆସ୍କା 6. ହରି ହର ହାଇ ସ୍କୁଲ, ଆସ୍କା  7. ୟୁ.ବି ହାଇ ସ୍କୁଲ୍ ଭଞ୍ଜନଗର  8. ପୁରୀ ଜିଲ୍ଲା ସ୍କୁଲ, ପୁରୀ 9. MRB ହାଇ ସ୍କୁଲ୍ ପର୍ଲାଖେମୁଣ୍ଡି 10. ବଉଳ ଗାଁ ହାଇ ସ୍କୁଲ 11. କାଲୁପଡ଼ା ଘାଟ ହାଇ ସ୍କୁଲ, 12. ରମ୍ଭା ହାଇ ସ୍କୁଲ,ରମ୍ଭା

ର ୩୨୦ ଜଣ ବାଳକ ଯୋଗ ଦେଇଥିଲେ ଏହି ଶିବିରକୁ ବିଭିନ୍ନ ସ୍କୁଲ ର ଏନସିସି ଅଫିସର୍ ଓ ଏନସିସି ଅଫିସ୍ ର ଚିପ୍ ପେଟି ଅଫିସର୍ ସୁବଳ ପ୍ରଧାନ,ଏନସିସି ଅଫିସର୍ କୈଳାସ ଚନ୍ଦ୍ର ଗୌଡ଼, R ବାଲ ରାଜୁ, ଚନ୍ଦନ କୁମାର ରଣା, ସଞ୍ଜୟ କୁମାର ଜାଲି, ଅଜିତ କୁମାର ବେହେରା ସମେତ ସମସ୍ତ ପେଟି ଅଫିସର୍ R. ରମେଶ, କାହ୍ନୁ ନାୟକ, ଦୀପକ୍ ଯାଦବ, ଗଜେନ୍ଦ୍ର ବେହେରା, ବିଶ୍ୱଜିତ୍ ଜେନା, ଅମିୟ କୁମାର ଜେନା, ସୂର୍ଯ୍ୟ ନାରାୟଣ ମିଶ୍ର, ବସନ୍ତ କୁମାର ବେହେରା, ଓ ଅଫିସ୍ କର୍ମଚାରୀ ଶିବ, ସୀମାଞ୍ଚଳ, ମାଲେଶୁ ତାଲିମ୍ ଶିବିର କୁ ସହଯୋଗ କରିଥିଲେ।

Post a Comment

Previous Post Next Post