ମୋହନା ବନ ବିଭାଗ ଜବତ କଲେ ୧୪ ଖଣ୍ଡ କାଠ ଗଣ୍ଡି ଆସାମୀ ଫେରାର …

 


 ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/୧୯/୧୧/୨୪                     ଗଜପତି ଜିଲ୍ଲା ମୋହନା ବନ ବିଭାଗ ଅଧିକାରୀ ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀ ମୋହନା ବନ ବିଭାଗ ଶେଷ ସୀମାରେ ପହଁରା ଦେଉଥିବା ସମୟରେ ଜଙ୍ଗଲ ମଧ୍ୟରେ ୧୪ ଖଣ୍ଡ କାଠ ଗଣ୍ଡି ପଡ଼ିଥିବା ଦେଖି ଜବତ କରିଥିବା ଜଣାପଡିଛି। ମୋହନା ବନ ବିଭାଗ କର୍ମଚାରୀ ରେଞ୍ଜର ଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ମୋହନା ଏବଂ ବଡଗଡ ସୀମା ଅନ୍ତର୍ଗତ ଖାରିଚୁଆଁ ଗାଁ ଜଙ୍ଗଲ ମଧ୍ୟରେ ପଡ଼ିଥିବା ଦେଖି ଜବତ କରିଛନ୍ତି ବନ ବିଭାଗ।

Post a Comment

Previous Post Next Post