ଏନସିସି କ୍ୟାମ୍ପ ସଚେତନା କାର୍ଯକ୍ରମ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ଆସିକା :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ଆସିକା କେନ୍ଦ୍ରୀୟ ବିଦ୍ୟାଳୟ ନିକଟସ୍ଥ ଆସିକା ବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ରାବାସ ଠାରେ ୟାନ୍ (ଓ) ନାଭାଲ ୟୁନିଟ୍ ବ୍ରହ୍ମପୁର ଅନୁକୁଲ୍ୟ ରେ କମଣ୍ଡିଂଅଫିସର୍ କମାଣ୍ଡର ଏନସିପି ସ୍ବାମୀ ଙ୍କ ଅଧ୍ୟକ୍ଷତାରେ ଦୀର୍ଘ ୭ଦିନ ବ୍ୟାପି ଏନସିସି କ୍ୟାମ୍ପ ଚାଲୁ ରହିଛି ଆଜି ୯.୧୧.୨୦୨୪ ରିଖ ଦିବା ୧୧.୩୦ ସମୟରେ କୋଟିନାଡ଼ା ଥାନା ଅଫିସର୍ ଆଇ ଆଇ ସି କୃଷ୍ଣ ଚନ୍ଦ୍ର ସାହା ଏବଂ ଏ ଏସ ଆଇ ଦିଲ୍ଲୀପ କୁମାର ଶତପଥି ଉପସ୍ଥିତ ରହି ଏନସିସି କ୍ୟାଡେଟ ମାନଙ୍କୁ ଟ୍ରାଫିକ ନିୟମ, ସମାଜରେ ଲାଗିରହିଥିବା କୁସଂସ୍କାର, ଅନ୍ଧ ବିଶ୍ବାସ , ସାଇବର ସିକୁରିଟୀ ଇତ୍ୟାଦି ଉପରେ ଆଲୋକପାତ୍ କରିଥିଲେ ଏହି ପ୍ରୋଗ୍ରମ୍ ରେ ଏନସିସି ଚିପ୍ ପେଟି ଅଫିସର୍ ସୁବଳ ପ୍ରଧାନ, ଏନସିସି ଅଫିସର୍ କୈଳାସ ଗୌଡ଼, ଆର୍.ବଳରାଜୁ, ଚନ୍ଦନ କୁମାର ରଣା, ଅଜିତ୍ କୁମାର ବେହେରା, ସଞ୍ଜୟ କୁମାର ଜାଲି, ଅଜିତ୍ କୁମାର ବେହେରା ଅନ୍ୟ ଏନସିସି ଷ୍ଟାଫ୍ କାହ୍ନୁ ନାୟକ, ବିଶ୍ୱଜିତ୍ ଜେନା, ଦୀପକ୍ ଯାଦବ, ଜି ବେହେରା ଓ ଅନ୍ୟ ଅଫିସିଆଲ୍ ଷ୍ଟାଫ ସୂର୍ୟନରାୟଣ ମିଶ୍ର, ବସନ୍ତ କୁମାର ବେହେରା, ଅମିୟ କୁମାର ଜେନା, ଶିବ, ମାଲେଶୁ,ଶିବ,ସିମଞ୍ଚଳ,

ସଞ୍ଜୀବ ଇତ୍ୟାଦି କ୍ୟାମ୍ପ ରେ ରହି ସହଯୋଗ କରିଥିଲେ।

Post a Comment

Previous Post Next Post