କୋଦଳା କୋପେରଟିଭ ସେଣ୍ଟ୍ରାଲ ବେଙ୍କର ଶାଖା ପରିଚାଳକ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା

 

  ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ରେ ଥିବା କୋପେରଟିଭ 

ବେଙ୍କ ର ଶାଖା ପରିଚାଳକ ପ୍ରଫୁଲ୍ଲ ଚନ୍ଦ୍ର ଚୌଧୁରୀ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସେ ଜଣେ ମେ ଳାପି ମିଷ୍ଟାବାସୀ ଅତି ଭଦ୍ର ପରଉପକାରି ଥିଲେ ସେ କାର୍ଯ୍ୟରତ ସମୟ ରେ ବହୁତ ଚାଷୀ ମହିଳା ଗ୍ରୁଫ ଉପକୃତ ହୋଇଥିବା ସାଧାରଣ ରେ ଚର୍ଚ୍ଚା। ଏହି ବିଦାୟ କାଳୀନ ଉଛବରେ ଚିନ୍ମଈ ମୁଦୁଲି, ପ୍ରିତେସ କୁମାର ସ୍ୱାଇଁ,ସେକ୍ରେଟାରୀ ରଞ୍ଜନ କୁମାର ବେହେରା,ପ୍ରଦୀପ କୁମାର  ସାହୁ,ପ୍ରଦୀପ କୁମାର ବିଶୋଇ ଙ୍କ ସମେତ ସମସ୍ତ ବେଙ୍କ କର୍ମଚାରୀ ଉପସ୍ଥିତ ରହିଥିଲେ।

Post a Comment

Previous Post Next Post