ରାମଗିରିରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ l


   ଆର, ଉଦୟଗିରି -ମୋ ନିୟୁଜ ଓଡିଶା ୧/୯/ ୨୦୨୪  ସାରା ଓଡ଼ିଶା ସେପ୍ଟେମ୍ବର ଏକକୁ ରାଷ୍ଟ୍ରୀୟ ଦିବସ ରୂପେ ପାଳନ କରୁଥିବାବେଳେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରାମଗିରି ଠାରେ ମଧ୍ୟ ଏହି ଦିବସତିକୁ ବହୁ ଆଡମ୍ବର ସହକାରେ ପାଳନ କରିଛନ୍ତି ବ୍ଲକର ଡ୍ରାଇଭର ଭାଇମାନେ । ପ୍ରଥମେ ରାମଗିରି ସ୍ଥିତ ଡା.ବିଆର୍.ଆମ୍ବେଦ କର କଲେଜ ସମ୍ମୁଖରୁ ଏକ ବିଶାଳ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରିବାସହ ସଚେତନ କାର୍ଯ୍ୟକ୍ରମ କରିଥିଲେ । ପରେ ସମସ୍ତ ଡ୍ରାଇଭର ମାନେ ତବାର୍ଶିଂ ଠାରେ ଏହି ଦିବସ ପାଳନ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ରାମଗିରି ପୋଲିସ ପକ୍ଷରୁ ମଧ୍ୟ କଡାସୁରଖ୍ୟା ର ବନ୍ଦୋବସ୍ତ ହୋଇଥିଲା ।ସେହିପରି ରା,ଉଦୟଗିରି ଗ୍ରାମର ଡ୍ରାଇଭର ସଂଘ ତରଫରୁ ଦୀବସ ପାଳନ କରିଥିଲେ ।                                 ଗଜପତି ଜିଲ୍ଲାରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ।

Post a Comment

Previous Post Next Post