ଶାରଦୀୟ ଦୁର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା ତା -26/09/24 ରିଖ ଗୁରୁବାର ଅପରାହ୍ନ 3.30 ମି ସମୟେ ମହେନ୍ଦ୍ରଗଡ଼ କଲୋନୀ ଠାରେ ଚଳିତ ବର୍ଷ ଶାରଦୀୟ ଦୁର୍ଗା ପୂଜା ଉତ୍ସବ ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି | ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଆକର୍ଷଣୀୟ ମେଢ଼ ସହ ମହାଆଡମ୍ବର ସହକାରେ ପୂଜୋତ୍ସବ ପାଳନ କରିବା ପାଇଁ ସଭାପତି ଶ୍ରୀ ରବୀନ୍ଦ୍ର କୁମାର ରଥ ପ୍ରକାଶ କରିଛନ୍ତି |ଆଜିର ଶୁଭ ଖୁଣ୍ଟି କାର୍ଯ୍ୟକ୍ରମରେ ଉପସଭାପତି ଶ୍ରୀ କୁନା ପାତ୍ର କାଳୁ ଚରଣ ଆଚାର୍ଯ୍ୟ ମନୋରଞ୍ଜନ ବିଷୋୟୀରତ୍ନ ମନୋଜ କୁମାର ସାହୁ ମୃତ୍ୟୁଞ୍ଜୟ ପଣ୍ଡା ତ୍ରିନାଥ ପ୍ରଧାନୀ ବାରିକ ମଳିକ ବିପ୍ର ଚରଣ ସାହୁଙ୍କ ସହ ଶତାଧିକ କଲୋନୀ ବାସିନ୍ଦା ଉପସ୍ଥିତ ଥିଲେ |ପୁରୋହିତ ଶ୍ରୀ ଶଙ୍କର ପାଢ଼ୀ ମନ୍ତ୍ର ଉଚ୍ଚାରଣ ପୂର୍ବକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ |

Post a Comment

Previous Post Next Post