ବାଇକ ଓ ମାକ୍ସ ପିକଅପ ମୁହାଁମୁହିଁ ଧକ୍କା, ବାଇକ ଚାଳକ ମୃତ୍ୟୁ ।

 



ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/  ୩୦/୯/୨୪ - ବାଇକ ସହ ମାକ୍ସ ପିକଅପ ମୁହଁ ମୁହିଁ ଧକ୍କା ଫଳରେ ବାଇକ ଚାଳକର ମୃତ୍ୟୁ ଘଟିଛି, ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶୁଖିଲା ଆମ୍ବ ନିକଟସ୍ଥ ମୁକ୍ତି ନଗର ନିକଟରେ, ମୃତ ବ୍ୟକ୍ତି ହେଉଛନ୍ତି ଅଡବା ଖ୍ରୀଷ୍ଟିଆନ ସାହିର ସୁଜିତ ନାୟକ, ତେବେ ସ୍ଥାନୀୟ ଲୋକେ ଶବକୁ ରାସ୍ତାରେ ମଝିରେ ରଖି ରାସ୍ତା ରୋକ କରିଛନ୍ତି, ଫଳରେ ବ୍ରହ୍ମପୁର ଠାରୁ ରାୟଗଡା ଯାତାୟତ ସମ୍ପୂର୍ଣ ଭାବେ ଠପ ହେଇପଡ଼ିଛି, ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରିରଖିଛି ।

Post a Comment

Previous Post Next Post