ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା କୋଦଳା କୋର୍ଟ ପରିସରରେ ଶନିବାର ସକାଳ 10 ଘଣ୍ଟ ସମୟରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏ ଡି ଜେ ବିଶ୍ୱ ରଞ୍ଜନ ବେହେରା, ଜେ ଏମ ଏଫ ସି ହିମାଂଶୁ ଶେଖର ଆଚାର୍ଯ୍ୟ, ଏ ଜେ ରେଖାରାଣୀ ପଣ୍ଡା ଉପସ୍ଥିତ ରହି ସିଭିଲ, ଫୌଜଦାରୀ, ଦେବାନି ଓ ପାରିବାରିକ କଳହ କୁ ନେଇ ଦୀର୍ଘ ଦିନର ବିଚାରାଧୀନ 27 ମାମଲା କୁ ଆଜି ଫଇସଲା କରାଯାଇଛି । ଏଥିରେ ଆଇନଜୀବୀ ଶୁଭ୍ରମଣୀ ଦାସ, ଭଗବାନ ହୋତା, ସୁବାଷ ଚନ୍ଦ୍ର ସାହୁ, ନୀଳାଞ୍ଚଳ ପୋଲାଈ, ତାରିଣୀ ଚରଣ ପଟ୍ଟନାୟକ, ସ୍ବପ୍ନ ମିଶ୍ରଙ୍କ ଆଲୋକ ନିରଞ୍ଜନ ହୋତା ଲଷ୍ମୀ ପାଢ଼ୀ
ସମେତ ବାର ର ସମସ୍ତେ ଆଇନଜୀବୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
Tags:
ଆଞ୍ଚଳିକ


