ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ର ପ୍ରତି ଗ୍ରାମ ରେ, ସହରରେ କିପରି ବିଶ୍ଵହିନ୍ଦୁ ପରିଷଦ, ମାତୃଶକ୍ତି, ଦୁର୍ଗାବାହିନୀ ର କାର୍ଯ୍ୟକର୍ତ୍ତା ଗଠନ ହୋଇପାରିବ ଏବଂ ସେମାନଙ୍କୁ କିପରି ପ୍ରଶିକ୍ଷିତ କରାଯାଇ ପାରିବ ସେହି ବିଷୟ ଉପରେ ଆଲୋଚନା ହୋଇଥିଲା I
ବିଶ୍ୱହିନ୍ଦୁ ପରିଷଦ ଗଞ୍ଜାମ ଜିଲ୍ଲା ସମ୍ପଦକ ଶ୍ରୀ ରାଜୀବ ନେତ୍ର ଖାଡ଼ଙ୍ଗା ବିଶ୍ୱହିନ୍ଦୁ ପରିଷଦ ଏବଂ କାର୍ଯ୍ୟକର୍ତ୍ତା ଙ୍କ ଦାୟିତ୍ୱ ବିଷୟ ପ୍ରତିପାଦନ କରିଥିଲେ I ପ୍ରାନ୍ତ ସହ ସମ୍ପାଦକ ମାନନୀୟ ଉମାଶଙ୍କର ଆଚାର୍ଯ୍ୟ ମୁଖ୍ୟ ବକ୍ତା ହୋଇ ବିଶ୍ୱ ହିନ୍ଦୁ ପରିଷଦର ସ୍ଥାପନ ଏବଂ ସ୍ୱମୀ ଲକ୍ଷ୍ବଣା ନନ୍ଦ ସରସ୍ୱତୀ ଙ୍କ ବଳିଦାନ ବିଷୟ ରେ ଆଲୋକ ପାତ କରିଥିଲେ I
ମୁଖ୍ୟ ଅତିଥି ତଥା ଖଲ୍ଲିକୋଟ ବିଧାୟକ ମାନନୀୟ ପୂର୍ଣଚବଦ୍ର ସେଠି ହିନ୍ଦୁ ମାନଙ୍କୁ ଏକତ୍ରିତ ହେବା କୁ ଆହ୍ୱାବ ଦେଇଥିଲେ I ସନ୍ଥ ସମାଜ ଆଶ୍ରିବଚନ ଦେଇଥିଲେ I
ଏହି ସମିଳନୀ ବେଗୁନିଆ ପଡା ସଭାପତି ଶ୍ରୀ ବାନାମ୍ର ପ୍ରଧାନ ପରିଚାଳନା କରିଥିଲେ I
ଗଞ୍ଜାମ ଜିଲ୍ଲା ସହ ସମ୍ପାଦକ ଶ୍ରୀ କେଦାର ନାଥ ସାହୁ, ମାତୃଶକ୍ତି ସଂଯୋଜିକା ଶ୍ରୀମତୀ ପ୍ରଣତି କୁମାରୀ ସାହୁ, ବେଗୁନିଆ ପଡା ସମ୍ପାଦକ ଶ୍ରୀ ପ୍ରଣବ କୁମାର ଶତପଥୀ, ଶ୍ରୀ ଦାମୋଦର ମହାପାତ୍ର, ବଜରଙ୍ଗ ଦଳ ସଂଯୋଜକ ଶ୍ରୀ ସୀତାରାମ ଶତପଥୀ ଏବଂ 500 ରୁ ଉର୍ଦ୍ଧ କାଯ୍ୟକର୍ତ୍ତା ଏବଂ ସନ୍ଥ ଯୋଗଦାନ କରିଥିଲେ I