ବୁଗୁଡ଼ା ଏନଏସିରେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

 



ମୋ ନ୍ୟୁଜ ଓଡ଼ିଶା)

ବୁଗୁଡ଼ା ,୨୨/୦୮/୨୪(ସୋରେନ କୁମାର ପ୍ରଧାନ): ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ ୧୭ ତାରିଖ ଦିନ ‘ସ୍ବଚ୍ଛତା ହିଁ

(ସେବା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏନ୍ଏସି ଭାରପ୍ରାପ୍ତ କାର୍ଯ୍ଯନିର୍ବାହୀ ଅଧିକାରୀ ତଥା ଏଟିଓ ସୁନନ୍ଦ ଶେଖର ସାହାଣିଙ୍କ ତତ୍ତ୍ଵାବଧାନରେ ବିଭାଗୀୟ କର୍ମଚାରୀ, ସାନିଟାରୀ ଏକ୍ସପର୍ଟ, ସ୍ବଚ୍ଛସାଥି ଓ ସୁପରଭାଇଜର ସମସ୍ତେହାତରେ ଝାଡୁ, କୋଡି, କୋଦାଳ ଧରି ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଏନ୍ଏସି ଅନ୍ତର୍ଗତ ୧୩ଟି ଓ୍ବାର୍ଡର ବିଭିନ୍ନ ସ୍ଥାନରେ ଅଳିଆ, ଆବର୍ଜନା, ଲଟାବୁଦାକୁ ପରିଷ୍କାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ଆଗାମୀ ଅକ୍ଟୋବର ଦୁଇ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରକାଶ ପାଇଛି । ବୁଗୁଡା ସହରର ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟକରଣ ପାଇଁ ଘରୁ ବାହାରୁଥିବା ଓଦା ଓ ଶୁଖିଲା ଅଳିଆକୁ ବାହାରେ ନପକାଇ ଦୁଇଟି ଡଷ୍ଟବିନରେ ରଖି ଏନ୍ଏସିର ଅଳିଆ ବୁହା ଗାଡିରେ ପକାଇବା ପାଇଁ ସଚେତନତା ସୃଷ୍ଟି କରିଥିଲେ । ଉକ୍ତ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଏନ୍ଏସି

Post a Comment

Previous Post Next Post