ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ମୋହନା ବ୍ଳକ ଖପୁରୀପଟା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରବାରରେ ଚାରିଜଣ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇଛନ୍ତି । ଗତକାଲି ଜଙ୍ଗଲରୁ ଛତୁ ଆଣି ରାତ୍ର ସମୟରେ ରୋଷେଇ କରି ଖାଇଥିଲେ । ଖାଇଲା ରୋଷେଇ କରି ପାଇଥିଲେ । ଖାଇଲା ପରେ ପରିବାରରେ ଚାରିଜଣ ମା ଝିଅଙ୍କ ସହ ପଉସା ଓ ପିଉସୀ ଅସୁସ୍ଥ ହୋଇ ଗୁରୁତର ହୋଇଥିଲେ । ସଙ୍ଗେ ଗାଁ ଲୋକେ ଚାରି ଗୁରୁତଙ୍କୁ ୧୦୮ ଏମ୍ବୁଲେନସ୍ ଯୋଗେ ମୋହନା ମେଡିକାଲରେ ଭତ୍ତି କରିଥିଲେ । ମୋହନା ମେଡିକାଲରେ ଭତ୍ତି କରିଥିଲେ । ମୋହନା ମେଡିକାଲରେ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ଥିବା କହିଛନ୍ତି ବିଷାକ୍ତ ଛତୁ ଖାଇ ଥିବା ମହିଳା । ଏପରି ଜଙ୍ଗଲର ଛତୁ ସଂଗ୍ରହ କରି ଖାଇଥାନ୍ତି । କନ୍ତୁ ଏହା କେମିତି ଏପରି ହେଲା ତାହା ଜାଣି ନପାରିଥିବା କହିଛନ୍ତି ପରିବାର ଲୋକେ ।
Tags:
ଆଞ୍ଚଳିକ


