ନେଉଳି ଗ୍ରାମରେ ଗ୍ୟାସ ଟାଙ୍କି ରେ ନିଆଁ ଲାଗି, ଆସବାବ ପତ୍ର ନଷ୍ଟ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ର ଦିଗାପଡା ପଂଚାୟତ ଅନ୍ତର୍ଗତ ନେଉଳି ଗ୍ରାମରେ ଘଟିଛି ଏକ ଅଘଟଣ । ଗୁରୁବାର ଅପରାହ୍ନ 4.30 ମିନଟ ସମୟରେ ଏହି ଗ୍ରାମର କେଞ୍ଚୁ ବେହେରାଙ୍କ ଘରେ ଗ୍ୟାସ ରେ ରୋଷେଇ ଚାଲିଥିଲା । ହଠାତ ଗ୍ୟାସ ଲିକେଜ ହୋଇ ଟାଙ୍କିରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଫଳରେ କେଞ୍ଚୁ ଙ୍କ ପରିବାର ଲୋକେ ପାଟି କରିଥିଲେ । ପାଟି ଶୁଣି ସାହି ପଡୋଶୀ ପହଂଚି ସ୍ଥାନୀୟ ସରପଞ୍ଚ ସମୀର କୁମାର ଶତପଥୀ ଙ୍କୁ

Post a Comment

Previous Post Next Post