ପିଲାଟି ଏ କୁ ଗଛ ଟିଏ ବୃକ୍ଷ ରୋପଣ କାଜ୍ୟ କର୍ମ

   


 ଆର,ଉଦୟଗିରି-:ମୋ ନିୟୁଜ ଓଡିଶା ( ମନୋଜ  କୁମାର  ପାଢୀ)  ୧୧,୮,୨୦୨୪ ,ତା ,ଦୀନ ରାମ କୃଷ୍ଣ ମିଶନ ଆଶ୍ରମ, ଆବପୁଆ ନିକଟସ୍ଥିତ ବ୍ରହ୍ମ ପୁର ଠାରେ ଥିବା ଏହି ଆଶ୍ରମଟି ର୍ ଗରିବ ଅବ ହଲ ତ ଛାତ୍ର ମାନଙ୍କୁ ନେଇ ସ୍ପନ୍ଦନା ଫାଉ ଣୃଶନ ତରଫ ରୁ ଆଶ୍ରମ ପରି ସର ମଧ୍ୟେରେ ବୃକ୍ଷ ରୋପଣ କରା ଯାଇଥିଲା ଏହି କାଜ୍ୟ କର୍ମ ରେ ସମାଜ ସେବୀ ଶ୍ରୀ ଭିକାରୀ ନାୟକ ନେତୃତ୍ୱ ରେ କାଜ୍ୟ କର୍ମ ଆୟଜନ୍ କରା ଯାଇଥିଲା ,ଜାହାକି , ଆଶ୍ରମର ଛାତ୍ର ମାନଙ୍କୁ ନେଇ ଦୁଇଜଣଙ୍କ ଜନ୍ମ ଦିବସ ଉପଲେକ୍ଷ କୁ ନେଇ ଗଛଟି ଏକୁ  ପିଲାଟାଏ , ଗଛ ହୀ ଜୀଵନ , ଜଳ ହିଁ ଜୀଵନ, ର୍ ନରାଦେଇ, ସ୍ପନ୍ଦନା ଫାଉଣୂସନ ତରଫ ରୁ ବୃକ୍ଷ ରୋପଣ କରା ଯାଇଥିଲା, ସଭା ଆୟଜନ୍ କରା ଜାଇଥିଲା, ଏହି କାଜ୍ୟ କର୍ମ ରେ ସ୍ପନ୍ଦନା ଅନୁଷ୍ଠାନ, ର୍ ମୁଖ୍ୟ, ସଭା ପତି  ଶ୍ରୀ ଦିଲ୍ଲୀପ କୁମାର  ମାହା ପାତ୍ର,  ସମ୍ପାଦିକା ,ଶଶୀ ମିତା ସାହୁ, ଉପଦେଷ୍ଟା, ବାଳ କୃଷ୍ଣ ସାମତ୍ରରା,ଦୀପ ପ୍ରଜଲନ କରି ଥିଲେ,  ସଭ୍ୟ ସୌରଭ ରଥ,ଅନ୍ତରଜ୍ୟମି ପାତ୍ର,ପ୍ରଶାନ୍ତ ସାହୁ,ଅଲେଖ ଦାସ,ପୁଷ୍ପାଞ୍ଜଳି ମହାପାତ୍ର,ପ୍ରଜ୍ଵଲ୍ ସାହୁ,ସନ୍ଧ୍ୟା ସାହୁ,ମଧୁସୁଦନ ସାହୁ ପ୍ରମୁଖ ଯୋଗ ଦେଇ ପିଲାଙ୍କ ପାଇଁ ଅଡ଼ିଓ ବକସ ,ପ୍ରଦାନ କରିଥିଲେ ଏବଂ ପିଲାଙ୍କ ଉଜ୍ୱଳ ଭବିଷ୍ଯଦ୍ କାମାନା କରିବା ସହିତ ସାସ୍କୃତିକ କାଜ୍ୟ କର୍ମ  ରେ ଛାତ୍ର ମାନ ଙ୍କ ଶହ ନାଚ୍ ଗୀତା କରି ଉଛାହ କରିଥିଲେ ,ଓ ସହ ଯୋଗର ବନ୍ଧୁ ଅନୁଷ୍ଠାନ ଦୀପକ ନାୟକ ଓ ସଭ୍ୟ ବାପ ଭାଇ ଓ ସାଥି ମାନେ ଯୋଗ ଦେଇ ପିଲାଙ୍କ ଉଜ୍ୱଳ ଭବିଷ୍ଯଦ୍  ପାଈଁ ଆଗାମି ଦୀନ ରେ ଆଶ୍ରମର କୁ ସାହାଜ୍ୟ ସହଜୋଗ କରିବା ପାଇଁ ମାତ ରଖିଥିଲେ, ଛାତ୍ର ମାନ ଙ୍କ ପାଇଁ ଆସିଥିବା, ବିସୁକୁଟ,ପୋଷା କ୍,ବଣ୍ଟା ଯାଇଥିଲା ,ବୈଠକ ଶେଷ ରେ ସମାଜ ସେବୀ ଶ୍ରୀ ଭିକାରୀ ନାୟକ ସମସ୍ତଙ୍କୁ ଧନ୍ୟଵାଦ ଦେଇ ସଭା ସଙ୍ଗ  କରି ଥିଲେ ।

Post a Comment

Previous Post Next Post