ଜ୍ବାଇଁର ଟାଙ୍ଗିଆ ତୋଟରେ ଶାଶୁ ଗୁରୁତର

 

ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ଜ୍ବାଇଁଙ୍କ ଟାଙ୍ଗିଆ ଚୋଟରେ ଶାଶୁ ଗୁରୁତର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୋହନା ଥାନାର ଶିକୁଳିପଦର ପଞ୍ଚାୟତ କଳାମେରୀ ଗାଁରେ । ମନମନ ବିଷୋୟୀ ଓ ସ୍ତ୍ରୀ ସ୍ବପ୍ନା ବିଷୋୟୀଙ୍କ ମଧ୍ୟରେ ପାଟିତୁଣ୍ଡ  ହୋଇଥିଲା । ଏଥିପାଇଁ ସ୍ବପ୍ନାଙ୍କୁ ତାଙ୍କ ବାପା ମା ' ଆଣି ନିଜ ଘରକୁ ଆସି ଶାଶୁ ଅନାହଳ ବଣସିଂଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଫେରାର ହୋଇଥିଲେ । ପିଠି, ମୁଣ୍ଡୁ ଓ ବେକରେ ଟାଙ୍ଗିଆ ଛୋଟ ଲାଗିଥିଲା । ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ମୋହନା ମେଡିକଲରେ ଭତ୍ତି କରିଥିଲେ । ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକଲକୁ ପଠାଯାଇଛି ।

Post a Comment

Previous Post Next Post