ଜରଡ଼ ପଂଚାୟତରେ ବିଧାୟକ ଙ୍କୁବିପୁଳ ସମ୍ବର୍ଦ୍ଧନା

ମୋ ନିୟୁଜ ଓଡିଶା କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ବୁଧବାର ସକାଳ 10 ଘଣ୍ଟ ସମୟରେ ଜରଡ଼ ପଂଚାୟତ ଗସ୍ତ କରିଛନ୍ତି । ସେଠାରେ ଜନସାଧାରଣ ଙ୍କ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ପଞ୍ଚାୟତର   ଗ୍ରାମବାସୀଙ୍କୁ ଭେଟି  ସୁଖଦୁଃଖ ପଚାରି ବୁଝିଵା ସହ ସରକାରଙ୍କ ଜନହିତକର ଯୋଜନା ଠିକ ଭାବରେ ପାଉଛନ୍ତି ନା ନାହିଁ, ଏଥିରେ କୌଣସି ଅସୁବିଧା ହେଉଛି କି ବୋଲି ପଚାରିଥିଲେ । ସେଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସାମିଲ ହୋଇ ବିଜେପିକୁ ବିପୁଳ ସମର୍ଥନ ଦେବା ସହ ମାନନୀୟ ପ୍ରଧାନମନ୍ତ୍ରୀ ଯଶସ୍ପି ମୋଦିଜୀଙ୍କୁ ଭଲ ପାଉଥିବାରୁ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇ ଥିଲେ ।

Post a Comment

Previous Post Next Post