ମୋ ନିୟୁଜ ଓଡିଶା କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ବୁଧବାର ଅପରାହ୍ନ 4 ଘଣ୍ଟ ସମୟରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଦେଉଳପଲ୍ଲୀ ଗସ୍ତ କରିଛନ୍ତି । ଏଠାରେ ଥିବା ମେଗା ଲିଫ୍ଟ ଇରିଗେଶନ ର ସ୍ଥିତି ପରଖି ଥିଲେ । ଏହି ପ୍ରକଳ୍ପ ଦ୍ୱାରା କେତେ ଚାଷୀ ଉପକୃତ ହେଉଛନ୍ତି, କେତେ ଚାଷ ଜମିରେ ଜଳ ସେଚନ ହୋଇପାରୁଛି। କଣ କରାଗଲେ ଅଧିକ ଜଳ ସେଚନ ହୋଇପାରିବ ସେ ବିଷୟରେ ସ୍ଥାନୀୟ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ।
Tags:
ଆଞ୍ଚଳିକ


