(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର : ମୋ ନିୟୁଜ ଓଡିଶା ପୂର୍ଣମୀ ତିଥିରେ, ଏକ ଅଧ୍ୟତ୍ମକ ପର୍ଯଟନ ପାଇଁ ଗୋପାଳ ପୂର ଯିବାକୁ ଏକ ବସର ବ୍ୟବସ୍ଥା ହୋଇଛି, ଆସନ୍ତା ଗୁରୁପୂର୍ଣ୍ଣିମା ସନ୍ଧ୍ୟା 4.30 ରେ ବସ୍ କୁକୁଡାଖଣ୍ଡି ବ୍ଲକ ଲୋଚାପଡା ହନୁମାନ ମନ୍ଦିର ଛକରୁ ବାହାରି, ରେଡ଼ିଓ ଷ୍ଟେସନ, ସିଟି ହସ୍ପିଟାଲ ରୋଡ, SBI main ବ୍ରାଞ୍ଚ, ପାଣିଟାଙ୍କି ରୋଡ, ଗଞ୍ଜାମ କଳା ପରିଷଦ ଛକ, ସୁବାରାଓ ଛକ, ଟାଟା ବେଞ୍ଜି ଛକ, କମlପାଲି ଛକ, କୋର୍ଟପେଟା ଛକ, ଗଜପତି ନଗର, LIC ଡିଭିଜନ ଅଫିସ, ଦେଇ ଅମ୍ବାପୁଅ ଓ଼ବେର ବ୍ରିଜ଼ ଦେଇ ଗୋପାଳପୂର ସମୁଦ୍ର ଆଳତି ସ୍ଥଳ ରେ ପହଂଚିବ, ବରୁଣ ପୂଜା ନଗର କୀର୍ତ୍ତନ, ଆଳତି, ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡିଶୀ ନୃତ୍ୟ, ଭକ୍ତି ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ସନ୍ଧ୍ୟା 8.30 ରେ ସମାରୋପ, ପୁଷ୍ପା ଞ୍ଜଳି, ଶାନ୍ତପାଠ ସରିବ,ଆପଣଙ୍କୁ ବିଶେଷ ଅନୁରୋଧ ଏହି ବସ୍ ଯୋଗେ ଯାତ୍ରା କରି ଗୋପାଳପୂର ସମୁଦ୍ର ଆଳତି ଆନନ୍ଦ ଉଲ୍ଲାସରେ ଯାତ୍ରା ସମାପ୍ତ କରିଛନ୍ତି l


