(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗୋପାଳପୁରରେ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫୋୖଣ୍ଡସନ, କେଶରୀୟ ଜାଗୃତି ମଞ୍ଚ, ଗୋପାଳ ପୁର ଜଗନ୍ନାଥ ମନ୍ଦିର କମିଟି ତରଫରୁ ବ୍ୟlସ ପୁର୍ଣିମା ଓ ପlରମ୍ପରିକ ସମୁଦ୍ର ଆଳତି ପାଳନ କରାଯାଇଛି, ପ୍ରଥମେ ଫୋୖଣ୍ଡସନର ଉପସଭାପତି ଶ୍ରୀମତୀ ସଂଯୁକ୍ତା ଦାସ ବରୁଣ ପୂଜା, ଶ୍ରୀ ଜଗନ୍ନାଥ ଙ୍କ ଧ୍ୟ୍ୟlନ ମନ୍ତ୍ର ପାଠ କରିଥିଲେ, ଗୀତବାଚସ୍ପତି ଶ୍ରୀ ପଦ୍ମ ଚରଣ ଦାସ ଆଳତି କରିଥିଲେ,କେଶରୀୟ ଜାଗୃତି ମଞ୍ଚ ର ଲଳିତ ମୋହନ ସେଠି,ଶ୍ରୀମତୀ ଦୀପ୍ତି ମିଶ୍ର, ପ୍ରଭlମୟୀ ପଟନାୟକ ଭକ୍ତି ସଂଗୀତ ଗାନ କାରୀ ଉପସ୍ଥିତ ଦର୍ଶକ,ପର୍ଯଟକଙ୍କୁ ଭକ୍ତିସlଗରରେ ମୋହିତ କରିଥିଲେ, ଡ. ରାଜେନ୍ଦ୍ର ଗନ୍ତାୟତ,S ଅlପୟାଙ୍କ ସଂଯୋଜନା ରେ ଏକ ଯୁବ ସଂକ୍ରିତନ ମଣ୍ଡଳୀ ନଗର ପରିକ୍ରମା କାରୀ ସମୁଦ୍ର କୁଳ ରେ ପହଂଚି ଉଦଣ୍ଡ ନୃତ୍ୟ କରି ହରିନାମ କୀର୍ତ୍ତନ କରିଥିଲେ, ଏକ ଅଧ୍ୟ୍ୟlତ୍ମିକ ସଭାରେ ଶ୍ରୀ ରାମ ଚରଣ ବ୍ରହ୍ମପଦ୍ମ ସରସ୍ବତୀଙ୍କ ସଭାପତିତ୍ବ ରେ ମୁଖ୍ୟବକ୍ତା ଭାବରେ ଋଷୁକୂଲ୍ୟା, ସରସ୍ବତୀ ନଦୀର ଗବେସକ ଶ୍ରୀ ବେ ଙ୍କଟ ବିହାରୀ ପ୍ରହରାଜ, ଗୁରୁପୂର୍ଣ୍ଣିମା ର ମହାତ୍ମା, ମହତ୍ୱ ବିଭିନ୍ନ ଶାସ୍ତ୍ରରୁ ତତ୍ୱ ଭିତିକ ଆଶ୍ରିବଚନ ପ୍ରଦାନ କରିଥିଲେ, ମୁଖ୍ୟ ଅତିଥି ସ୍ୱାମୀ ଅଖିଳlନନ୍ଦ ତୀର୍ଥ ଗୁରୁବାଦ ଓ ଅବତାର ବାଦ ଉପରେ ସାରଗର୍ଭକ ପ୍ରବଚନ ପ୍ରଦାନ କରିଥିଲେ, ସାନମl ନିତ ଅତିଥି, ବିଜ୍ଞବୀର ପ୍ରତିଭା ସନମାନ ସମିତିର ରାଷ୍ଟ୍ରୟ ସଂଯୋଜକ ତଥା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାର ଗଞ୍ଜାମ ଜ଼ିଲ୍ଲା ସଂଯୋଜକ ଶ୍ରୀ ସଞ୍ଜୟ କୁମାର କାମ୍ପ ସାଗର ଆଳତିର ମହାତ୍ମା ମହତ୍ୱ ବର୍ଣନା କରିଥିଲେ, ଗଞ୍ଜାମ ଜ଼ିଲ୍ଲା ଝାଡାଙ୍କୁଲି ଭାଗବତ ଟୁଙ୍ଗି ସଂଯୋଜକ ଶ୍ରୀଦାସ କାର୍ତିକ ମହାରାଜ ଭାଗବତ ଟୁଙ୍ଗିର ପୁନଃ ନିର୍ମାଣ ଓ ଜ଼ିର୍ଣଉଦ୍ଧାର ବିଷୟରେ କହିଥିଲେ, ସଭାପତିଙ୍କ ଦ୍ୱାରା ଫୋୖଣ୍ଡସନର ପୂର୍ବ ନିର୍ଧାରିତ 12 ଜଣ ହିତଚିନ୍ତକ ଙ୍କୁ ବିଜେପି ର ନଗର ସଭାପତି ଶ୍ରୀ ପଞ୍ଚୁ ବେହେରା ମାଲ୍ୟାର୍ପଣ କରିଥିଲେ,ଗଞ୍ଜାମ ଜ଼ିଲ୍ଲା ର 25 ଜଣଙ୍କ ଆୟୁସ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ଶ୍ରୀ ପଦ୍ମଚରଣ ଦାସ ହିତlଧିକରି ଙ୍କୁ ପ୍ରଦାନ କରିବାକୁ ନାମ ଘୋଷଣା କରିଥିଲେ.. ଏହି ସଂସ୍କୃତିକ, ଅଧ୍ୟ୍ୟlତ୍ମିକ, ସାମାଜିକ କାର୍ଯ୍ୟକ୍ରମ ରେ, ବିନୋଦ ଦାସ, ବାପୁଜୀ ଅଧିକାରୀ, ବିଜୟ ପାଢ଼ୀ, ଅଶ୍ୱିନୀ ଗୌତମ ଦାସ, ଅରବିନ୍ଦ ପଟନାୟକ, ଅଂଶୁମାନ ପଟନାୟକ, ପରିଚାଳନା ରେ ସହଯୋଗ କରିଥିଲେ, ଶେଷରେ ସଭାପତି ପଦ୍ମ ଚରଣ ଦାସ,ସ୍କନ୍ଦ ପୁରାଣ, ମହାଭାରତ,ଧରାକୋଟ ରାଜ ଙ୍କ ଲିଖିତ କୃଷ୍ଟନ ସିଂହ ମହାଭାରତ, କବି ସମ୍ରାଟ ଉପନ୍ଦ୍ର ଭଞ୍ଜଙ୍କ ବର୍ଣନା ଅନୁସାରେ ଶ୍ରୀ ଜଗନ୍ନାଥଙ୍କ ପୁରୁଷୋତ୍ତମ କ୍ଷେତ୍ରର ପରିଧି ବଙ୍ଗୋପ ସାଗର ଉପକୂଳ ଗଞ୍ଜାମ ଜ଼ିଲ୍ଲାର ଗୋପାଳପୁର, ଗୋବର୍ଧନ ପୀଠ,ନୃସିଂହ ଶ୍ରୀକ୍ଷେତ୍ର ଆନ୍ଧ୍ର ସୀମାନ୍ତ ସିମାଞ୍ଚଳମ,ଅବିଭକ୍ତ ଗଞ୍ଜାମ ଜ଼ିଲ୍ଲାର ପାରଳାଖେମୁଣ୍ଡି ନିକଟସ୍ଥ ମହେନ୍ଦ୍ରଗିରି ପର୍ଶୁରାମ କୁଣ୍ଡ, ପର୍ଶୁରାମ କ୍ଷେତ୍ର ଆଦି ଜନପଦ ର ଅଧ୍ୟlତ୍ମକ, ଭୌଗଳୀକ, ଏଇତିହାସିକ, ତଥ୍ୟ ବର୍ଣନା କରିଥିଲେ, ଶେଷରେ ସାମୁହିକ, ଶାନ୍ତିପାଠ କରାଯାଇଥିଲା, ସମ୍ପାଦକ Er ସବ୍ୟସାଚି ଦାସ SMIT ସଭାପତି ଭଗବାନ ଗନ୍ତାୟତଙ୍କୁ ବ୍ରହ୍ମପୁରରୁ ଭକ୍ତ ମନେ ଅଧ୍ୟତ୍ମକ ପର୍ଯ୍ୟଟନ ରେ ଗୋପାଳପୁର ଆସିବା ପାଇଁ ପରିବହନର ବ୍ୟବସ୍ଥl କରିଥିବାରୁ ଧନ୍ୟବାଦ ଦେଇଥିଲେ, ଲlଇନ୍ସ କ୍ଲବ ପୂର୍ବ ଗଭରନର ହରିହର ଦାସ, Er ସନ୍ତୋଷ କୁମାର ପାତ୍ର, SBI ର ମାନସ ରଞ୍ଜନ ଧୀର ସାମନ୍ତ,ଶ୍ରୀ ପଦ୍ମ ଚରଣ ପରିଡା, ଅମୀୟ କୁମାର ମହାରଣା, ନିରଞ୍ଜନ ବେହେରା, ଆଡ଼ଭୋକେଟ ବିନୋଦ କୁମାର ପାଣିଗ୍ରାହୀ, ସମାଜସେବୀ ହୀରାଲାଲ ପାଢ଼ୀ Dr ତପନ କୁମାର ପାତ୍ର ଙ୍କୁ ସ୍ପଜସଫା ଫୋୖଣ୍ଡସନ ର ନୂତନ ଭାବରେ ଆଜୀବନ,ମାସିକ, ବାର୍ଷିକ ହିତନ୍ତନ୍ତକ ମାନଙ୍କ ନାମ ଘୋଷଣା କରି ସ୍ୱାଗତ କରିଥିଲେ,ଓ ଉପସ୍ଥିତ ସମସ୍ତ ଭକ୍ତ, ଦର୍ଶକ, ପତ୍ରକାର, ପର୍ଯ୍ୟଟକ, ମାନଙ୍କୁ ଧନ୍ୟବାଦ ଦେଇଥିଲେ l


