ଆର,ଉଦ଼ୟଗିରି (ମନୋଜ କୁମାର ପାଢୀ/ ୪/୬/
ଗଜପତି ଜିଲ୍ଲା ମୋହନା ବିଧାନସଭା ଆସନରେ ୨୮ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ ଙ୍କ ଠାରୁ ୪୨୮୧ଭୋଟ ରେ କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ ବିଜୟୀ ହୋଇ ଥିବା ପ୍ରକାଶ ପାଇଛି।
Tags:
ରାଜନୀତି
Our website uses cookies to improve your experience. Learn more
Ok