ଆସିକା ସାଂସଦ ଭାବେ ଶପଥ ନେଲେ ଅନୀତା ଶୁଭଦର୍ଶନୀ


ମୋ ନିୟୁଜ ଓଡିଶା 

ଲୋକସଭାରେ ପ୍ରଥମ ଥର ପାଇଁ ଆସିକାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ଆଜି ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ।ଗଞ୍ଜାମ ଟାଇଗର ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ କନ୍ଯା ହେଉଛନ୍ତି ଅନୀତା ଶୁଭଦର୍ଶନୀ ପଟ୍ଟନାୟକ। ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।ଅନୀତା ହେଉଛନ୍ତି ରାଜ୍ୟ ବିଜେପିର ଜଣେ ଟାଣୁଆ ମହିଳା ନେତ୍ରୀ। ପୂର୍ବରୁ ବିଜେପିର ବହୁ ପଦପଦବୀରେ ସେ ରହି ଆସିଛନ୍ତି।

Post a Comment

Previous Post Next Post