ଢେଙ୍କାନାଳ ଦକ୍ଷିଣକାଳୀ ଠାରେ ପ୍ରଥମଥର ପାଇଁ ଖୋଲିଲା ଜଷ୍ଟ ବେକ୍ ଦୋକାନ ଉଦଘାଟିତ

ଏହାକୁ ଉଦଘାଟନ କରିଛନ୍ତି ସମାଜ ସେବୀ ରବିନାରାୟଣ ସାହୁ। ଏଠାରେ ବାର୍ଥ ଡେ କେକ୍, ଭେଜ ଓ ନଭେଜ ର ସ୍ନାକ୍ସ ଆଇଟମ, ଆଇସକ୍ରିମ, ବିଭିନ୍ନ ଖାଦ୍ୟ ସାମଗ୍ରୀ ଏଠାରେ ବିକ୍ରି କରାଯାଉଛି। ଆସନ୍ତୁ ସମସ୍ତ ପ୍ରକାରର ଖାଦ୍ୟର ସ୍ବାଦ ନିଅନ୍ତୁ

Post a Comment

Previous Post Next Post