ଅକ୍ଷୟ ତୃତୀୟା ଅବସରରେ ଉତ୍କଳିକା କଳା ନିକେତନ ତରଫରୁ ପଣା ସହ ଟୋପି ଛତା ବଣ୍ଟନ

 


              

(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଖରା ସହ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଉତ୍କଳିକା କଳା ନିକେତନ ତରଫରୁ ବା ଉଁଟୋଇ ଓ ପଥଚାରୀ ମାନଙ୍କୁ ପଣା  ସହ ଛତା ଟୋପି ଇତ୍ୟାଦି ବଣ୍ଟନ କରାଯାଇଥିଲା । ଏଥିରେ ଉତ୍କଳିକା ଅନୁଷ୍ଠାନ ର ପ୍ରତିଷ୍ଠାତ୍ରି ତଥା ଓଡିଶୀ ନୃତ୍ୟ ଶିଳ୍ପୀ ଶୁଭଶ୍ରୀ ସାବତ ନେତୃତ୍ୱ ନେଇଥିଲେ।  ଅନୁଷ୍ଠାନ ର ବହୁତ ଛାତ୍ରୀ ଙ୍କ ସହ କଳାକାର   କୃଷ୍ଣ ପ୍ରସାଦ ସାବତ , ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ,ସନ୍ତୋଷ ସାବତ, ସମାଜସେବୀ ମୁନା ମହାରଣା ଏବଂ ସାଇ ପ୍ରସାଦ ସାବତ ପ୍ରମୁଖ ସହଯୋଗକରିଥିଲେ । ଆଗକୁ ମଧ୍ୟ ଏପରି ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶୁଭଶ୍ରୀ କହିଛନ୍ତି ।

Post a Comment

Previous Post Next Post