ମା ସୁନ୍ଦରୀଶୁଣୀ ଦେବୀଙ୍କର ମହାଚଣ୍ଡି ଯଜ୍ଞ ଉପଲକ୍ଷେ କଳସ ଯାତ୍ରା।


ମୋ ନିୟୁଜ ଓଡିଶା ଢେଙ୍କାନାଳ କଲେଜ ବାଇପାସ୍ ସ୍ଥିତ ମାଁ ସୁନ୍ଦରୀଶୁଣୀ ଦେବୀଙ୍କର ମହାଚଣ୍ଡି ଯଜ୍ଞ ଉପଲକ୍ଷେ ସ୍ଥାନୀୟ ପୁଷ୍କରିଣୀ ରୁ ପୂଜାର୍ଚ୍ଚନା କରାଯାଇ କଳସ ଯାତ୍ରା କରାଯାଇଥିଲା ପରେ ପରେ ଅଧିବାସ ପୂଜା କରାଯାଇଥିଲା। ୦୭ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ପୂଜାର୍ଚ୍ଚନା କରାଯିବ ସହ ୧୦/୦୫/୨୦୨୪ ପୂର୍ଣ୍ଣାହୁତି କରାଯିବ। ପୂଜକ ରାଜକିଶୋର ମିଶ୍ର ଓ ତାଙ୍କ ସହଯୋଗୀମାନେ ପୂଜାର୍ଚ୍ଚନା କରିଥିଲା। କର୍ତ୍ତା ରାଜେଶ ଦାସ, କର୍ତ୍ତୀ ବିଥିକା ଦାସ ସଭାପତି ବୁଟୁ ପଟ୍ଟନାୟକ ସମ୍ପାଦକ ଜଲୁ ନନ୍ଦ କୋଷାଧ୍ୟକ୍ଷ ଝୁଲା ମହାନ୍ତି ଓ କମିଟି ର ସମସ୍ତଙ୍କ ଉପସ୍ଥିତିରେ ଏହି ମହାଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା।

Post a Comment

Previous Post Next Post