(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ପୋଲସରା ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ଢୁଙ୍କାପଡ଼ା, କଣିଆପଲ୍ଲୀ, ବୌଦିଆପଲ୍ଲୀ, କଣଛାଇ, ହାତୀପାଦପଲ୍ଲୀ, ଖୁଣ୍ଟିଖୁଣ୍ଟା, ଲଛିପୁର, ଗରେଇଝୁଳି, କେନ୍ଦୁବାଡ଼ି ଓ ରାମକୃଷ୍ଣନଗର ଗ୍ରାମ ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର ବିଧାନସଭା ପ୍ରାର୍ଥୀ ତଥା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେବା ସହ ବିଜୁ ଜନତା ଦଳ କୁ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି ।
Tags:
ରାଜନୀତି


