ଭୋଟ ଦେଲେ ଆସିକା ବିଜେଡି ସାଂସଦ ପ୍ରାର୍ଥୀନୀ ଡଃ ରଞ୍ଜିତା ସାହୁ


ମୋ ନିୟୁଜ ଓଡିଶା ଆସିକା ଲୋକସଭା ସମେତ ଗଞ୍ଜାମ ଜିଲ୍ଲାର ୮ ବିଧାନସଭା ଆସନ ପାଇଁ ଆଜି ମତଦାନ ଆରମ୍ଭ ହୋଇଥିବା ବେଳେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୋଦଳା ଠାରେ ଭୋଟ ଦେଇଛନ୍ତି ବିଜୁ ଜନତା ଦଳର ଆସିକା ସାଂସଦ ପ୍ରାର୍ଥୀନୀ ଡଃ ରଞ୍ଜିତା ସାହୁ ।କୋଦଳା ଏନଏସି ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ସେ ନିଜର ମତଦାନ ସାବ୍ଯସ୍ତ କରି ବେଶ୍ ଖୁସି ଥିବା କହିଛନ୍ତି। ସକାଳୁ ସକାଳୁ ଭୋଟ ଦେବା ପାଇଁ ଭୋଟର ମାନଙ୍କ ଭିତରେ ଉସ୍ଛାହ ଦେଖିବାକୁ ମିଳିଛି।

Post a Comment

Previous Post Next Post