ଶୁଭସ୍ତିତା ଙ୍କ ଦଶମ ଶ୍ରେଣୀରେ A1

 


ନୁଆଗଡ ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/ 26/5/ ଅଦୀତା ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା ତରଫରୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଅଛି । ଏହି ପରିକ୍ଷା ଫଳରେ ନୁଆଗଡ ଗ୍ରାମ ନିବାସି ସୁଶ୍ରୀ ଶୁଭସ୍ମିତା ସାହୁ ଦଶମ ଶ୍ରେଣୀ ପରିକ୍ଷା ଫଳରେ A1 ଗ୍ରେଡ୍ରରେ ପାସ୍ ହୋଇ କୁତିତ୍ବ ଅର୍ଜନ କରିଛନ୍ତି। ସେ ଶିକ୍ଷକ ଶ୍ରୀ ମହେନ୍ଦ୍ର କୁମାର ସାହୁ ଏକ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା କୁମାରୀ ସାହୁଙ୍କ ଏକ ମାତ୍ର କନ୍ୟା ସନ୍ତାନ ଅଛନ୍ତି। ସ୍ଥାନୀୟ ନୂଆଗଡ ସରସ୍ବତୀ ଶିଶୁ ମନ୍ଦିରରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠ ପଢାସରିଲା ପରେ ଦିଗପହଣ୍ଡ ସରସ୍ମତୀ ଶିଶୁ ମନ୍ଦିରରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପଯ୍ୟନ୍ତ ଅଧ୍ୟୟନ କରୁଥିଲେ। ଏହି ନୂଆଗଡ ଅଞ୍ଚଳର ଛିଅ ପ୍ରଥମଥର ପାଇଁ A1 ଟପର ହୋଇ ପାସ୍ କରିଥିବା ଯୋଗୁଁ ନିଜର ପରିବାର ବର୍ଗ ଗୁରୁଜୀ,ଗୁରୁମାଙ୍କ ଠାରୁ ଶୁଭେଛା ଓ ଆଗାମୀ ଭବିଷ୍ୟତ ପାଇଁ ଶୁଭମନାସୀ ଆଶ୍ରୀବାଦ କାମନା କରିଛନ୍ତି।

Post a Comment

Previous Post Next Post