ଭାରତୀୟ ସ୍ତରରେ 350 ଜଣ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରୁ 150 ନମ୍ବର ରେ ରହିଛନ୍ତି କୁନି ବୈଜ୍ଞାନିକ ଆସିକା କେନ୍ଦ୍ରୀୟ ବିଦ୍ୟାଳୟ ର କୁନି ସାଇ ସୁନ୍ଦର ଗୌଡ଼

(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ୧୦.ତାରିଖ ଠାରୁ ୨୫,୫,୨୦୨୪ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ର ଶ୍ରିହରୀକୋଟା ନିକଟସ୍ଥ (ISRO) ଠାରେ ଭାରତର ବିଶିଷ୍ଟ ବୈଜ୍ଞାନିକ ମାନଙ୍କ ଗହଣ ରେ ରହି ଆଗକୁ ବୈଜ୍ଞାନିକ ଦକ୍ଷତା ପ୍ରତି ଆଗ୍ରହ ପ୍ରକାଶ କରାଇଥିଲେ। ସର୍ବ ଭାରତୀୟ ସ୍ତରରେ 350 ଜଣ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରୁ 150 ନମ୍ବର ରେ ରହିଛନ୍ତି କୁନି ବୈଜ୍ଞାନିକ ସାଇ ସୁନ୍ଦର ଗୌଡ଼ ଭାଗ ନେଇ ସ୍ଵ ଗୃହକୁ ଫେରୁଛନ୍ତି ଆସିକା କେନ୍ଦ୍ରୀୟ ବିଦ୍ୟାଳୟ ର ବୈଜ୍ଞାନିକ ସାଇ ସୁନ୍ଦର ଗୌଡ଼ l

Post a Comment

Previous Post Next Post