ବିଜେପିରେ ସାମିଲ ହେଲେ ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ପୀତବାସ ପଣ୍ଡା
ବ୍ରହ୍ମପୁର: ବିଜେପିରେ ସାମିଲ ହେଲେ ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ପୀତବାସ ପଣ୍ଡା ଏବଂ ଗଞ୍ଜାମ ଓକିଲ ସଂଘର ସମ୍ପାଦକ ବିରଞ୍ଚି ନାରାୟଣ ମହାପାତ୍ର ,ପୂର୍ବତନ କର୍ପୋରେଟର ବିରେନ ପଟ୍ଟନାୟକ ଓ କିଛି ଆଇନଜୀବୀ ।
Our website uses cookies to improve your experience. Learn more
Ok