ଗଜପତି ମୋ ନିୟୁଜ ଓଡିଶା , ମନୋଜ କୁମାର ପାଢୀ/:ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିତାପୁର ଗ୍ରାମର ହରିଜନ ସାହିରେ କୌଣସି କାରଣରୁ ନିଆଁ ଲାଗି ତିନି ଘର ଜଳିଯାଇଛି। ହାଡ଼ିପା ମୁରଲୀ, ବୋମାଲି ମଧୁ ଓ ଏମ. ଶ୍ରୀଧରଙ୍କ ଘର ଜଳି ଯାଇଥିବା ଜଣାପଡି ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ | ସୀତାପୁର ରାଜସ୍ୱ ନୀରିକ୍ଷକ ଇପିଲି ଗଣପ ପଡିଛି। ଣପତି ରାଓ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନଙ୍କୁ ପ୍ଲାଷ୍ଟିକ ପାଲ ଯୋଗାଇ ଦେଇଥ୍ଳେ ନିଆଁରେ କେତେ କ୍ଷୟକ୍ଷତି ଘଟିଛି ତାହା ଅସ୍ପଷ୍ଟ ଥିବାବେଳେ, ଉକ୍ତ ଘରର ତଦାଚ ପରେ କ୍ଷୟକ୍ଷତି ସହାୟତା ଯୋଗାଇ ଦିଆଯିବ ବୋଲି ରାଜସ୍ବ ନିରୀକ୍ଷକ କହିଛ ହିଛନ୍ତି। ନାରଖ ସରକାର ସହାୟତା ଅପେକ୍ଷାରେ ତିନି ଘର ପରିବାର ରହିଥିବା ଜଣାପଡି ଡିଛି। ଅତିଶୀଘ୍ର ସରକାର ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି।
Tags:
ମୁଖ୍ୟ ଖବର