ପୁରୁଷୋତ୍ତମପୁର ଏନଏସିର 14 ଗୋଟି ୱାର୍ଡ ରେ ବିଜେଡିର ବିଧାୟିକା ପାର୍ଥୀଙ୍କ ପଦ ଯାତ୍ରା


(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍


ପୁରୁଷୋତ୍ତମପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର ର 14 ଗୋଟି ୱାର୍ଡରେ ଖଲ୍ଲିକୋଟ ବିଜେଡି ବିଧାୟିକା ପାର୍ଥୀ ସୂର୍ଯ୍ୟ ମଣୀ ବୈଦ୍ୟଙ୍କ ପଦଯାତ୍ରାରେ ଯୋଗ ଦେଇଥିଲେ | ମା କନକା ମନ୍ଦିର ଠାରୁ ବାହାରି କୁମାରୀ ପର୍ଯ୍ୟନ୍ତ ସାଙ୍ଗରେ ଅଧକ୍ଷା ପ୍ରିୟଙ୍କା ଗୌଡ଼, ସମସ୍ତ କାଉନସିଲର, ନଗର ବିଜେଡି ସଭାପତି ପ୍ରଭାତ ପଟନାୟକ, ସାସଂଦ ପ୍ରତିନିଧି ପ୍ରେମାନନ୍ଦ ସାହୁ, ସହ ବହୁ ନେତା କର୍ମୀ, ମହିଳା କାଉନ ସିଲର, ପ୍ରମୁଖ 14 ଗୋଟି ୱାର୍ଡ଼ର ସବୁ ସାହି ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ  ଜନସାଧାରଣଙ୍କ ପାଇଁ ବିଭିନ୍ନ ଉନୟନ ମୂଳକ ବିକାଶର ମୁଦ୍ଦାକୁ ନେଇ ଲୋକଙ୍କ ପାଖକୁ ଯାଇ ପୁଣି ଥରେ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କୁ ଷଷ୍ଟ ଥର ମୁଖ୍ୟମନ୍ତ୍ରୀ  ଆସନରେ ବସାଇ ବିଜେଡିର ହାତ ମୁଠାକୁ ଟାଣ କରି  ବିଜେଡିର ବିଧୟିକା ପାର୍ଥୀ ସୂର୍ଯ୍ୟ ମଣୀ ବୈଦ୍ୟଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି  | ଏହି କାର୍ଯ୍ୟକ୍ରମ ରେ ବହୁ ମହିଳା ମାନେ ରାଲିରେ ଉପସ୍ଥିତ ଥିଲେ l କାଉନସିଲର ଅଶୋକ କୁମାର ମହାଙ୍କୁଡ, ଅରୁଣ ମହାଙ୍କୁଡ, ଭାସ୍କର ବେହେରା, ଗିରିଜା ବେହେରା,ବିପ୍ର ବେହେରା, ରଞ୍ଜନ ବେହେରା, କୃଷ୍ଣ ଚନ୍ଦ୍ର ପଣ୍ଡା, ପ୍ରେମାନନ୍ଦଆଚାରୀ,10 ନଂ କାଉନସିଲର ପ୍ରତିନିଧି ବିଶ୍ୱଭୂଷଣ ମହାପାତ୍ର, ନଗର ଯୁବ ବିଜେଡି ସଭାପତି ମନୋଜ ଗୌଡ଼ଙ୍କ ସହିତ ବରିଷ୍ଠ ଆଇନଜୀବୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ଗୌଡ଼,ବିଜେଡି ନେତା ଉମା ଶଙ୍କର ରାଓ,ଭାସ୍କର ବେହେରା, ସଞ୍ଜୟ କୁମାର ମହାପାତ୍ର, ରାଜୀବ ଲୋଚନ ଦାସ, ଭାଗିରଥି ବେହେରା,ଙ୍କ ସହ ଅନ୍ୟନ୍ୟ କର୍ମକର୍ତ୍ତା କର୍ମୀ ନେତା ମାନେ ଉପାସ୍ଥିତ ଥିଲେ |

Post a Comment

Previous Post Next Post