ଗ୍ରୀଷ୍ମକାଳୀନ ରକ୍ତଦାନ ଶିବିର ଅନୁଷ୍ଠିତ

 


ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଋଷିପୁର ଗ୍ରାମ ରେ ରବିବାର ଦିନ ଋଷିପୁର ଯୁବକ ସଙ୍ଘ, ଜୀବନଧାରା ପରିବାର ଓ ସମ୍ବାଦ ଆମ ଓଡିଶା ର ମିଳିତ ଆନୁକୂଲ୍ୟରେ ରେ ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l  32ଜଣ ରକ୍ତଦାତା ରକ୍ତଦାନ କରିଥିଲେ lଏହି ଶିବିର କୁ ପୁରୁଷୋତ୍ତମ ପୁର ଥାନା ଅଧିକାରୀ କୁଳମଣି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ଏହି ଶିବିର ରେ ଜୀବନ ଧାରା ପରିବାର ସଂଗଠନ ର ସମ୍ପାଦକ ଯଜ୍ଞ ପ୍ରସାଦ ପଣ୍ଡା, ସହ ସମ୍ପାଦକ ହୃଦାନନ୍ଦ ପ୍ରଧାନ, ସଦସ୍ୟ ଗୌରହରୀ ପୋଲାଈ, ମୁକେଶ ବେହେରା,ଗୋକୁଳାନନ୍ଦ ବେହେରା, ସୁଶାନ୍ତ କୁମାର ଜେନା,ସ୍ୱାଗତ କୁମାର ପତି, ବଳରାମ ମହାରଣା, ରିଷିପୁର ଗ୍ରାମ ର ଆଶା କର୍ମୀ ସରୋଜିନୀ ବେହେରା ଓ ସୁନିତା ପାତ୍ର,ଗ୍ରାମ ର ଉତ୍ସାହି ଯୁବକ ପ୍ରଦେଶ କୁମାର ବେହେରା, ମିଟୁ ଗୌଡ଼, ହଜାରୀ ବେହେରା, ସୁନୀଲ ବେହେରା, ରବି ବେହେରା, କାମେଶ୍ୱର ବେହେରା, ଶିବ ବେହେରା, ଦୀପକ ବେହେରା,ରାଜୀବ ବେହେରା, ମୁନା ବେହେରା, ଶ୍ରୀହରି ବେହେରା, ମିଟୁ ବେହେରା, ଟିଟୁ ବେହେରା, ସୁଶାନ୍ତ ବେହେରା, ରାମ ବେହେରା, ଜିତୁ ପ୍ରଧାନ, ନୀଳକଣ୍ଠ ବେହେରା,ଗଣେଷ ବେହେରା, ଜିତୁ ପାତ୍ର, ସ୍ୱାଧୀନ ବେହେରା ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ l ତତ ସହିତ ଗ୍ରାମ ର ଯୁବ ଗୋଷ୍ଠି ଓ ଋଷି ପୁର ଗ୍ରାମବାସୀ ସହଯୋଗ କରିଥିଲେ ଏହି ଶିବିର ରେ ବ୍ରହ୍ମପୁର ସଂସ୍କରଣ ସମ୍ବାଦ ଆମ ଓଡିଶା ର ସଂଯୋଜକ ବସନ୍ତ ପଣ୍ଡା, ବ୍ରହ୍ମପୁର ରକ୍ତ ଭଣ୍ଡାର ର ଡାକ୍ତର ଲୋକେଶ ରେଡି,ଆଲୋକ ମହାନ୍ତି, ଶ୍ରୀକାନ୍ତ ବସନ୍ତିଆ, ଲଳିତ କୁମାର ବେହେରା, ଗୋପାଳ କୁମାର ବେହେରା,ଅମିତ କୁମାର ଗୌଡ଼,ଡ଼ି ବି କାର୍କି ରକ୍ତ ସଂଗ୍ରହ କରିଥିଲେ l ଏହୁ ଶିବିର କୁ କବିସୂର୍ଯ୍ୟନଗର ସମ୍ବାଦ ପ୍ରତିନିଧି କୃପାସିନ୍ଧୁ ସ୍ୱାଇଁ ସଂଯୋଜନା କରିଥିଲେ l


Post a Comment

Previous Post Next Post