ଲାପ୍ରୋସ୍କୋପି ମାଧ୍ୟମରେ 87 ଜଣ ବନ୍ଧ୍ୟା କରଣ ହେଲେ ମହିଳା

 


କୋଦଳା

ଜନ ସଂଖ୍ୟା ନିୟନ୍ତ୍ରଣ ପାଇଁ ବନ୍ଧ୍ୟା କରଣ ଏକ ମାଧ୍ୟମ ଅଟେ । ଗଞ୍ଜାମ ଜିଲ୍ଲା କୋଦଳା ମେଡିକାଲ ରେ ଗୁରୁବାର ଦିନ ବନ୍ଧ୍ୟା କରଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ 87 ଜଣ ମହିଳା ବିଭିନ୍ନ କରଣ ରୁ ବନ୍ଧ୍ୟା କରଣ ହୋଇଛନ୍ତି । ଏହି ବନ୍ଧ୍ୟା କରଣ ଲାପ୍ରୋସ୍କୋପି ମାଧ୍ୟମ ରେ କରାଯାଇଥିଲା । ଏହି ମାଧ୍ୟମରେ ସହଜ ଓ ଶୀଘ୍ର ହୋଇଥାଏ ଯାହା ଫଳରେ କି ଜଣେ ଡାକ୍ତର ଗୋଟିଏ ଦିନରେ 87 ଜଣଙ୍କୁ ବନ୍ଧ୍ୟାକରଣ କରିବା ସମ୍ଭବ ପର ହୋଇ ପାରିଛି । ପ୍ରସୂତି ବିଭାଗ ଡାକ୍ତର ମୁକ୍ତି କାନ୍ତ ନାୟକ ଅସ୍ତ୍ରୋପଚାର କରିଥିବା ବେଳେ ଫାର୍ମାସିଷ୍ଟ ଅନିଲ ପ୍ରଧାନ, ସଞ୍ଜୟ ଘଡେଇ, ଷ୍ଟାଫ ନର୍ସ ଲକ୍ଷ୍ମୀ ମାଝୀ ସହଯୋଗ କରିଥିଲେ ।

Post a Comment

Previous Post Next Post