ଆର. ଉଦୟଗିରି-ମୋ ନ୍ୟୁଜ ଓଡ଼ଶା (ମନୋଜ କୁମାର ପାଢୀ/ ତା 27/01/2025 ରିଖ ରବିବାର ଦିନ ମାନନୀୟ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ରା,ଉଦୟଗିରି ବ୍ଲକର ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଛାତ୍ର ଛାତ୍ରୀମାନେ ଦେଶର ଭବିଷ୍ୟତ ନାଗରିକ | ମହାପୁରୁଷ ମାନଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅଧ୍ୟୟନ କଲେ ଭବିଷ୍ୟତରେ ସୁନାଗରିକ ହୋଇ ପାରିବେ ବୋଲି ବିଧାୟକ ମତ ରଖିଥିଲେ | କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।
Tags:
ଆଞ୍ଚଳିକ